ଚାନ୍ଦିପୁରରେ ଏୟାରକ୍ରାଫ୍ଟର ପରୀକ୍ଷଣ ସଫଳ, ରାଜନାଥ ସିଂହଙ୍କ ଅଭିନନ୍ଦନ
ଚାନ୍ଦିପୁର() ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଅଭ୍ୟାସ ଏୟାରକ୍ରାଫ୍ଟର ପରୀକ୍ଷଣ ସଫଳ ହୋଇଛି । ଅଭ୍ୟାସ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ଼ରୁ ଏହି ଏୟାରକ୍ରାଫ୍ଟର ଉତକ୍ଷେପଣ ହୋଇଥିଲା ।
ସଫଳ ପରୀକ୍ଷଣ ପାଇଁ ଡ଼ିଆରଡ଼ିଓକୁ…
