Odia News Portal

ଅଶୋକ ସାହୁଙ୍କ ପରଲୋକ

ଭୁବନେଶ୍ୱର()  ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇପିଏସ ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି  ।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତେବେ ବିଜେପି ନେତା ଅଶୋକ ସାହୁ ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ । ଜଣେ ଫାୟାର ବ୍ରାଣ୍ଡ ନେତା ଭାବେ ସେ…

ଆଜି ଆଉ ୪୨୪୧ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ୬୪୭

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୧୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ସ୍ଥାପନ କଲା ଓଡିଶା

ଭୁବନେଶ୍ୱର () ହଜାରେ ଛୁଇଁଲା ପ୍ଲାଜମା ଥେରାପି । ଓଡ଼ିଶା କରୋନା ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ସ୍ଥାପନ କରିଛି । ଏପର୍ଯ୍ୟନ୍ତ ଏକ ହଜାର ଲୋକଙ୍କୁ ପ୍ଲାଜମା ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି । ଅତ୍ୟାଧୁନିକ ମେଡିକାଲ ସୁବିଧା…

ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତତ୍ତ୍ବାବଧାନ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର()  କୋଭିଡଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ…

ଗାନ୍ଧି ଜୟନ୍ତୀରୁ ବ୍ୟାଙ୍କ୍ ଖାତାକୁ ଯିବ ମଜୁରୀ

ଭୁବନେଶ୍ୱର() ରାଜ୍ୟର ଶ୍ରମିକମାନଙ୍କ ପାଇଁ ବଡ଼ ଖବର । ଆସନ୍ତା ଗାନ୍ଧି ଜୟନ୍ତୀରୁ ସେମାନେ ଆଉ ଠକାମିର ଶିକାର ହେବେନି । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀରୁ କେହି କମ୍‌ ମଜୁରୀ ପାଇବେନି । ତାଙ୍କ ମଜୁରୀରେ ଠିକାଦାର କି କୌଣସି ଅସାଧୁ କର୍ମଚାରୀ ଭାଗ ବସାଇବେନି । ସେମାନଙ୍କ ହକ୍‌…

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର()  ଓଡ଼ିଶାର ୪ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ । ଦୁଇଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍‌ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଦେଖିବେ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ…

ବିଧାୟକ ଆଦିତ୍ୟ ମାଢୀଙ୍କୁ କରୋନା

ଭୁବନେଶ୍ୱର() ପୁଣି ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ସେ କରୋନା ପଜିଟିଭ ଚିହ୍ନଟ ପରେ  ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୨୯୨୦ଜଣ କରୋନା…

୨୭ରେ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର() ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ ।୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି କୋଭିଡ ଟେଷ୍ଟ ହେବ । ସକାଳ ସାଢେ ୭ଟାରୁ ୯ଟା…

ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ, ଆରମ୍ଭ ହେଲା କିଚେନ ଗାର୍ଡେନ କନସେପ୍ଟ

ଭୁବନେଶ୍ୱର() ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ । ଏଣିକି ସ୍କୁଲ ପରିସରରେ ହେବ ପନିପରିବା ଚାଷ । ଉତ୍ପାଦିତ ପନିପରିବାରୁ ହିଁ ପ୍ରସ୍ତୁତ ହେବ ମଧ୍ୟାହ୍ନ ଭୋଜନ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କିଚେନ ଗାର୍ଡେନ କନସେପ୍ଟ । ନୂଆ ଯୋଜନା…

କାହିଁକି ବିଶ୍ୱକର୍ମା ପୂଜାରେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ, ଜାଣନ୍ତୁ

ଭୁବନେଶ୍ୱର()  ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା। ତ୍ୱଷ୍ଟା ନାମରେ ସେ ବିଦିତ।ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର,ତେଜସ୍ୱୀ କାମଦେବଙ୍କ ପରି…