Odia News Portal

ବିଏମସିକୁ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କଲେ କଙ୍ଗନା

ମୁମ୍ବାଇ() ବେଆଇନ୍ ଘର ଭାଂଗିଲ , ୨ କୋଟି ଟଙ୍କା କ୍ଷତିଭରଣା ଦିଅ । ବିଏମସି ଆଗରେ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କରିଛନ୍ତି କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମସି ଠାରୁ କ୍ଷତିଭରଣା ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଆସୁଛି ଆଉ ଏକ ଲଘୁଚାପ,୨୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଆସନ୍ତା ୨୦ରେ ଆସୁଛି ଆଉ ଏକ ଲଘୁଚାପ  । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି  । ଫଳରେ ୨୦ ଓ ୨୧…

କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ୨

ଭୁବନେଶ୍ବର() ଆଜି ରାଜ୍ୟରେ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀ ଓ…

ଆଜି ବି ୪ ହଜାର ପାର, ଖୋର୍ଦ୍ଧାରୁ ସର୍ବାଧିକ ୮୭୬

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ …

ଭୁବନେଶ୍ୱରରୁ ଆଉ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୨୪୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୮୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୬ ହଜାର ୯୩୩କୁ…

ଏଣିକି ସାଂସଦଙ୍କ କଟିବ ୩୦% ବେତନ

ନୂଆଦିଲ୍ଲୀ() କରୋନା ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ଆସିଛି ବଡ ପରିବର୍ତ୍ତନ । ଘରୋଇ ଓ ସରକାରୀ କ୍ଷେତ୍ରରେ କର୍ମଚାରୀଙ୍କ ଦରମା କଟ୍ ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ସାଂସଦ । ସଂସଦର ସଦସ୍ୟଙ୍କ ଦରମା ଓ ପେନସନ୍ (ସଂଶୋଧନ) ବିଲ,୨୦୨୦ ଆଜି ଲୋକସଭାରେ ପାରିତ ହୋଇଛି । ଏହା ଅଧୀନରେ…

ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ କରିବାକୁ ଅନୁରୋଧ

ନୂଆଦିଲ୍ଲୀ ()  ନୂଆଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଶୀଘ୍ର ଜମି ଯୋଗାଇ ଦେବା ପାଇଁ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ରାଜ୍ୟସଭାରେ ଦାବି କରିଛନ୍ତି  । ସ୍ପେଶାଲ ମେନସନ ଜରିଆରେ ଶ୍ରୀ ପାତ୍ର ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  ।…

ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬ % ବୃଦ୍ଧି ପାଇଛି

ଭୁବନେଶ୍ୱର() ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହା ନିଦେ୍ର୍ଧଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତି୍ରଲୋଚନ ମହାପାତ୍ର…

ସ୍ୱଚ୍ଛତା ରକ୍ଷା ପାଇଁ ଇ-ମଷ୍ଟର ରୋଲର ବ୍ୟବସ୍ଥା

ଭୁବନେଶ୍ୱର ()  ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ସବୁ ବିଭାଗରେ ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ  । ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗଗୁଡ଼ିକୁ ନିଦେ୍ର୍ଧଶ ଦେଇଛନ୍ତି  । ଅକ୍ଟୋବର ୨ରୁ ୫ଟି କାର୍ଯ୍ୟକ୍ରମ ଅଧିନରେ ଇ-ମଷ୍ଟର ରୋଲ ବ୍ୟବସ୍ଥାର…

ଦେଖିବା କିଏ କାହାକୁ ଫିକ୍ସ କରୁଛି

ମୁମ୍ବାଇ() କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଶେଷ ହେବାରେ ନାଁ ନେଉନି। କଙ୍ଗନା ରଣାୱତ କ୍ରମାଗତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ହମଲା କରୁଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ…