ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି
ଭୁବନେଶ୍ୱର() ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ପାଇଛି । ପୁଣି ବସ ଭଡ଼ା ୨ରୁ ୪ ପଇସା ବୃଦ୍ଧି ପାଇଛି । ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅର୍ଡିନାରୀ ଭଡ଼ା କିମି ପିଛା ୭୦ରୁ ୭୧ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡ଼ା ୭୩ରୁ ୭୫ ପଇସା…
