Odia News Portal

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି ନୂଆ ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ତେବେ କରୋନାରେ ମୃତ୍ୟୁବରଣ କରିଥିବା ୨ ଜଣ ହେଉଛନ୍ତି ମହିଳା ।…

ଆଜି ଆଉ ୨୦୬ ପଜିଟିଭ, ୧୪ ଲୋକାଲ କେସ

ଭୁବନେଶ୍ୱର() ଆଜି ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଯନ୍ତ୍ରୀଙ୍କ ପାଇଁ ମନ୍ତ୍ରୀଙ୍କ ଚାପ !

ଭୁବନେଶ୍ୱର : ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ (ମେମ୍ବର ସେକ୍ରେଟାରୀ) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନେଇ ଏବେ ଜୋରଦାର ଲବି । ଏହି ପଦବୀରେ ସାଧାରଣତଃ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‍ଏସ୍‍) ଅଫିସରମାନେ ବସୁଥିବାବେଳେ ବର୍ତ୍ତମାନ ଜଣେ ଅଣ ଆଇଏଫ୍‍ଏସ୍‍ ଅଫିସରଙ୍କୁ ଏଠାରେ…

ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ୍

ଛତ୍ରପୁର: ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ମୁକାବିଲାର ସଚେତନତା ପାଇଁ ମାଇକ୍‌ ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ । ତେବେ ଏନେଇ ସଚେତନ ରହିବାକୁ ଗତକାଲି…

ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ । ହେଲେ କୋଭିଡ କଟକଣା ଯୋଗୁ ଭକ୍ତ ସଂଧ୍ୟା ଦର୍ଶନରୁ ବଞ୍ଚିତ ରହିବେ । ମହପ୍ରଭୁଙ୍କ କେବଳ ଦୈନନ୍ଦିନ ନୀତିକାନ୍ତି ହେବ । ଆଜି ସଂଧ୍ୟା ଧୂପ ପରେ ଆସନ୍ତାକାଲି ବାହୁଡା ପାଇଁ ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ । ସେପଟେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଇବାରେ ସାହାଯ୍ୟ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ଦୁଃଖକୁ ଲାଘବ କରିବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ସତ୍‌ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ…

ଆସିଗଲା ଅନ୍‌ଲକ୍‌ ୨ ଗାଇଡ୍‌ ଲାଇନ୍‌

ନୂଆଦିଲ୍ଲୀ : ଆସିଗଲା ଅନ୍‌ଲକ୍‌ ୨ ଗାଇଡ୍‌ ଲାଇନ୍‌। କାଲି ସରୁଛି, ଅନ୍‌ଲକ୍‌ ୧ର ସମୟ ସୀମା। ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ଅନ୍‌ଲକ୍‌ ୨ର ସୀମା। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ରାତି ୧୦ରୁ ସକାଳ ୫ ଯାଏ ରହିବ କର୍ଫ୍ୟୁ। ପ୍ରଥମ ପର୍ଯ୍ୟାୟରେ ରାତି ୯ରୁ ସକାଳ ୭ ଯାଏ କର୍ଫ୍ୟୁ ରହିଥିଲା।…

ଭାରତରେ ଚାଇନିଜ୍‌ ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଭାରତରେ ଚାଇନିଜ୍‌ ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌ । ଚୀନ୍‌ ସହ ମୁହାଁମୁହିଁ ସ୍ଥିତି ବେଳେ ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ଦେଶର ସାର୍ବଭୌମତ୍ୱ ଓ ଏକତା ପ୍ରତି ହାନୀକାରକ ଦର୍ଶାଇ ଏହି ସବୁ ଆପ୍‌କୁ ନିଷିଦ୍ଧ କରାଯାଇଛି । ଏହି ୫୯…

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ

କାକଟପୁର : ଲାଞ୍ଚ ନେଉଥିବା ବେଳେ ପୁରୀଭିଜିଲାନ୍ସ ହାତରେ ଧରାପଡିଲେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ। ଆମ୍ପନ ବାତ୍ୟା ସହାୟତା ଯୋଗାଇଦେବା ନାମରେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ ପ୍ରଫୁଲବେହେରା ୧୨୦୦୦ ଟଙ୍କା ଦାବିକରି ସର୍ବେଶ୍ବର ଓଝାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପୁରୀଭିଜିଲାନ୍ସ ହାତରେ…

ବିଏମ୍ ସି ସଫେଇ କର୍ମୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ

ଭୁବନେଶ୍ୱର : ବିଶ୍ୱ ସମୁଦାୟ କରୋନା ବିରୁଦ୍ଧରେ ଅହରହ ଯୁଦ୍ଧ କରୁଥିବା ବେଳେ ପ୍ରତ୍ୟେକ ଇଲାକାରେ ଦେଖାଦେଇଛି ଏଥିପାଇଁ ଯୋଗଦାନ । ବିଶେଷ କରି ସଂକ୍ରମଣର ଗ୍ରାସ କୁ ଖାତିର ନକରି ସମାଜକୁ ସୁରକ୍ଷିତ ରଖିବା ପାଇଁ ଜୀବିକା ରୂପେ ବରିନେଇଥିବା ସଫେଇ କର୍ମୀଙ୍କ ତ୍ୟାଗ ଆଗରେ ଆଜି ମୁଣ୍ଡ ନୁଆଁଇଛି…