Odia News Portal

ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୯୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୨୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୧୯ , କଟକରୁ ୧୫, ମୟୁରଭଞ୍ଜରୁ ୧୧, ଖୋର୍ଦ୍ଧାରୁ ୧୧, ନୂଆପଡ଼ାରୁ୯,…

ସୁଶାନ୍ତ ସିଂହଙ୍କ ବାଲକନିରେ ରହିଛି ଅତ୍ୟାଧୁନିକ ଟେଲିସ୍କୋପ

ଆମେରିକା ସ୍ଥିତ ଏଷ୍ଟ୍ରୋଫିଜିଷ୍ଟ ଏବଂ ବୈଜ୍ଞାନିକ ଡ.କରନ ଜାନି ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଏହିଭଳି ଏକ ଅଂଶକୁ ନେଇ ଖୁଲାସା କରିଛନ୍ତି ଯାହା ଉପରେ ସମ୍ଭବତଃ କାହାର ନଜର ପଡିଥିବ ।ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ଶୁଣି ଡ.ଜାନି ସ୍ତବ୍ଦ ରହିଗେଲେ । ସେ ନିଜ ଟ୍ୱିଟର ଆକାଉଣ୍ଟରେ…

ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ, ୨ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର…

ଭୁବନେଶ୍ୱର()  ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର, ସେ ନୂଆଦିଲ୍ଲୀରୁ…

ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର () ବସ ଭଡ଼ା ବୃଦ୍ଧି ପାଇଛି  । ତେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି କରାଯାଇଛି  । ଗତ ୯ ଦିନ ମଧ୍ୟରେ ଡିଜେଲ ଦର ୫ ଟଙ୍କାରୁ ଅଧିକ ବୃଦ୍ଧିପାଇଛି  । ତେଲ ଦର ବୃଦ୍ଧି ବା ହ୍ରାସ ଆଧାରରେ ସ୍ୱୟଂଚାଳିତ ପଦ୍ଧତିରେ ବସଭଡ଼ା ବୃଦ୍ଧି ବା ହ୍ରାସ ପାଇବ ବୋଲି ସ୍ଥିର କରାଯାଇଛି…

ରଥ ଅନୁକୂଳ ପାଇଁ ଅନୁମତି ପତ୍ର

ପୁରୀ() ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି ପତ୍ର ଦିଆଯାଇଛି । ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଅନୁମତି…

ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କଙ୍ଗନା ସିଧାସଳଖ ବଲିଉଡ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ଦୁର୍ବଳ ମଣିଷ ଡିପ୍ରେସନ ଆସି ଆତ୍ମହତ୍ୟା କରିଥାଆନ୍ତି।…

୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସକ୍ରିୟ ରହିଛି। ଏହି କାରଣରୁ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି। ଏନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ପ୍ରାୟ ୧୪ଟି…

ଜୁନ୍ ୩୦ ଯାଏଁ ୧୬ ଘଣ୍ଟିଆ ସଟଡାଉନ

ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ଏହି କଟକଣା…

ଦେଶରେ ୨୪ ଘଣ୍ଟାରେ ୩୮୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୯୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୦୯୧ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦…

ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍, ୧୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା…