କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଋଲିଫ୍ ପାଣ୍ଠି କୁ ଦାନ
ପୁରୀ : ପୁରୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସ୍ୱେଚ୍ଛାକୃତ ସହଯୋଗ ରେ କରୋନା ମୁକାବିଲା ଉଦେଶ୍ୟରେ ୫୨,୦୦୦ ଟଙ୍କାର ଡ୍ରାଫ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ଜରିଆରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା ଜାମିନୀ…
