Odia News Portal

ଆସନ୍ତୁ ଜାଣିବା ଘରେ ଅତି ସହଜରେ କେମିତି ତିଆରି କରିବେ ମାସ୍କ

କାରୋନା ଭାଇରସ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କେନ୍ଦ୍ର ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାସ୍କ ପିନ୍ଧିବାକୁ ନେଇ ଏକ ଆଡ଼ଭାଇଜରି ଜାରୀ କରିଛନ୍ତି। ସରକାର ଏହି ଆଡ଼ଭାଇଜରିରେ କହିଛନ୍ତି ଯେ ସୁସ୍ଥ ଲୋକ…

ରିଲାଏନ୍ସ ଜିଓର ବଡ ଘୋଷଣା, ଏଣିକି ATMରୁ କରିପାରିବେ ଫୋନ୍ ରିଚାର୍ଜ

ନୁଆଦିଲ୍ଲୀ () ରିଲାଏନ୍ସ ଜିଓ ଘୋଷଣା କରିଛି କି ଏବେ ୟୁଜର୍ସ ଏଟିଏମରୁ ମୋବାଇଲ ରିଚାର୍ଜ କରିପାରିବେ । କମ୍ପାନୀ କହିଛି କି ଜିଓ ସିମ୍ ୟୁଜର୍ସ ନିଜ ନିକଟସ୍ଥ ଏଟିଏମକୁ ଭିଜିଟ୍ କରି ଫୋନ୍ ରିଚାର୍ଜ କରିପାରିବେ । ରିଲାଏନ୍ସ ଜିଓ ଏହି ସର୍ଭିସ୍ ପାଇଁ ସମୁଦାୟ ୯ ବ୍ୟାଙ୍କ୍ସ ସହିତ…

ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ମଧୁସୁଦନ ନଗର ୟୁନିଟ-୪ର ଏକ ୪୫ବର୍ଷିୟ ଯୁବକଙ୍କ ନିକଟରେ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ…

ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର() ବିଶ୍ୱରେ ଆତଙ୍କ ଖେଲାଇଥିବା କରୋନା ଭାଇରସ୍ ଫଳରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଗତକାଲି ମୃତ୍ୟୁ…

ଘରର ଏହି ଭାଗରେ ଲୁଚି ରହିପାରେ କରୋନା ଭାଇରସ

ନୁଆଦିଲ୍ଲୀ ()  କରୋନା ଭାଇରସ ଭୟରେ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ବାହାରେ କୋରନା ଭାଇରସ ସଂକ୍ରମିତ ହେବା ଆଶଙ୍କା ଅଧିକ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଏମିତି ସ୍ଥାନ ଅଛି ଯେଉଁଠି କରୋନା ଭାଇରସ ଅତି ସହଜରେ ରହିପାରନ୍ତି । ଲଣ୍ଡ୍ରିହିପର ସିଇଓ…

କୁମ୍ପିଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ବର୍ଷର ବାଳକର ଦାନ

ଚାନ୍ଦବାଲି ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ଡ଼ାକ୍ତର, ପୁଲିସ ବିଭାଗ, ସାମ୍ବାଦିକ,ଏବଂ ସରକାରୀ କର୍ମଚାରି ସମସ୍ତ ଏହି ମୁକାବିଲାରେ ଲାଗିପଡ଼ିଛନ୍ତି। ଅଦୃଶ୍ୟ ଭୁତାଣୁରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହିପରି ଏକ ଘଡ଼ିସନ୍ଦିି ସମୟରେ ଭଦ୍ରକ…

ଏଣିକି ଅନଲାଇନରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର() କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ, କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହେଲେ ଘରେ ରହିବା ସତ୍ତ୍ୱେ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ…

ପାସ ନଥିବା ଲୋକଙ୍କୁ ପେଟ୍ରୋଲ ମିଳିବନି

ଭୁବନେଶ୍ବର() ପୋଲିସର ବିନା ଅନୁମତିରେ ସହରରେ ଗଡିବନି ଦୁଇ ଚକିଆ ଗାଡି । ବାଇକ ଚଳାଚଳ ଉପରେ ଆଜି ଠାରୁ କଡା କଟକଣା ଲାଗୁ ହୋଇଛି । ଆଜି ଅମାନିଆ ଚାଳକଙ୍କ ଶହେଟି ବାଇକକୁ ଉଠାଇ ନେଇଛି ପୁଲିସ । ଅନ୍ୟପଟେ ପୁଲିସର ପାସ ନଥିବା ଲୋକଙ୍କୁ ପେଟ୍ରୋଲ ନଦେବା ପାଇଁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା…

ଲକଡାଉନ ବେଳେ ଜିଓର ବଡ ଘୋଷଣା

ଲକ ଡାଉନ କାରଣରୁ ଅଧିକାଂଶ ଲୋକଙ୍କୁ ପୁରା ଦିନ ନିଜ ଘରେ ହିଁ ରହିବାକୁ ପଡୁଛି । ଅନ୍ୟ ପକ୍ଷରେ କେତେକ ଲୋକଙ୍କୁ ନିଜ ଘରୁ ହିଁ ଅଫିସ କାମ କରିବାକୁ ପଡୁଛି । ଏହି ସମୟରେ ସବୁଠୁ ବଡ ଅସୁବିଧା ହେଉଛି ଇଣ୍ଟରନେଟ ସୁବିଧାକୁ ନେଇ । ମାତ୍ରାଧିକ ବ୍ୟବହାର କାରଣରୁ ସମୟ ପୂର୍ବରୁ ହିଁ ଡାଟା…

ସିଲ ହେଲା ଭୁବନେଶ୍ୱର ସିବିଆଇ ଅଫିସ

ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ୧୪ଦିନ ପାଇଁ ସିଲ। କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନରେ ରଖାଯିବ । ସ୍ୱାବ ନମୁନା ପାଇଁ ଅଫିସ କୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ସୂଚନା ଅନୁଯାୟୀ, କେନ୍ଦ୍ରୀୟ…