Odia News Portal

କ୍ଷେତରେ ତରଭୂଜ ଓ ଅମୃତଭଣ୍ଡା ଗଛ ଲଗେଇ ଧୋନୀ

ଖୁବ୍‌ଶୀଘ୍ର କ୍ରିକେଟ ପଡ଼ିଆରେ ନଜର ଆସିବେ ମହେନ୍ଦ୍ର ସିଂ ଧୋନୀ। ସେ ଆଇପିଏଲ୍‌ ୨୦୨୦ରେ ଧମାଲ୍‌ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଏହାରି ଭିତରେ ଧୋନୀଙ୍କର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଫେସ୍‌ବୁକ ଆକାଉଣ୍ଟରେ ଶେୟାର କରାଯାଇଥିବା ଭିଡିଓରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

କଟକ  : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ। ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କୁ ଗିରଫ କରିଛି । ୪ ଜଣଙ୍କ ପିଲାଙ୍କ ପାଇଁ ଏଲ୍‌ଆଇସି…

ପୋଖରୀ ବୁଡି ୫ମ ଶ୍ରେଣୀ ଛାତ୍ର ମୃତ

ଟାଙ୍ଗୀ : ଖୋରଧା ଜିଲ୍ଲା  ଟାଙ୍ଗୀ ଥାନା  ଉଜ୍ଜଳା ଗୋପୀନାଥ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଥିବା  ସୂଚନା।  ନାବାଳକର ନାମ ବିଜୟ ଦାସ ଓ ସେ ସ୍ଥାନୀୟ ସରକାରୀ  ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢୁଥିବା  ଜଣାପଡିଛି। ସବୁ ଦିନ ଭଳି ଆଜି ବିଜୟ…

ବଦଳିଲା ଆସିମ୍‌ଙ୍କ ଭାଗ୍ୟ

ବିଗ୍‌ ବସ୍‌ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଆସିମ୍‌। ବିଗ୍‌ ବସ୍‌ ଘରୁ ବାହାରିବା ପରେ ମଧ୍ୟ ତାଙ୍କ ନାଁ ବଲିଉଡ୍‌ ଠାରୁ ଆରମ୍ଭ କରି ହିନ୍ଦୀ ସିନେମାର କିଛି ପ୍ରୋଜେକ୍ଟ ସହ ଜୋଡି ହୋଇସାରିଛି। ସୂଚନା ମୁତାବକ ଏବେ ଆସିମ୍‌ ଜ୍ୟାକଲୀନ୍‌ ଫର୍ନଡିଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ ନଜର…

ଭାଇରାଲ ହେଉଛି ସନ୍ନିଙ୍କ ଏହି ପର୍ସନାଲ ଭିଡିଓ,ଦେଖନ୍ତୁ

ମୁମ୍ବାଇ() ସୋସିଆଲ ମିଡିଆରେ ଘୂରି ବୁଲୁଛି ସନ୍ନି ଲିଓନୀଙ୍କ ପିଠିରୁ ଚମଡ଼ା ଛାଡ଼ିବାର ଦୃଶ୍ୟ ।କାହିଁକି ସନ୍ନୀଙ୍କ ଏପରି ଲୁକ୍ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି।ଆସନ୍ତୁ ଜାଣିବା ... https://www.instagram.com/tv/B88st6rhuVT/?utm_source=ig_web_copy_link ସୂଚନା…

ଉଦଘାଟିତ ହେଲା କୁହୁତାନ ୨୦୨୦

ଭୁବନେଶ୍ବର : ଉଦଘାଟିତ ହେଇଛି କୁହୁତାନ ୨୦୨୦ । କିଟ୍‌ ପଲିଟେକ୍‌ନିକର ବାର୍ଷିକ ଉତ୍ସବ କୁହୁତାନ ୨୦୨୦ର ଉଦଘାଟନ କରିଛନ୍ତି କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ମୁଖ୍ୟ ଅତିଥି ଭାବେ ଡକ୍ଟର କେ.ରାମ ଯୋଗଦେଇଥିଲେ। ତାଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ମାନିତ କରିଥିଲେ।…

ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବନି

ନୂଆଦିଲ୍ଲୀ() ଡବଲ ମର୍ଡର ମାମଲାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ପୋଲିସ ଆବେଦନକୁ ଖାରଜ କଲେ କୋର୍ଟ । ଚକ୍ରଧରନଗର ପୋଲିସ ଆବେଦନକୁ ରାୟଗଡ ସି.ଜେ.ଏମ କୋର୍ଟ ଖାରଜ କରିଛନ୍ତି । ଏହି ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ଖାରଜ କଲେ…

୧୫ ଦିନ ବିଜୁ ଜୟନ୍ତୀ ପାଳିବ ବିଜେଡି

ଭୁବନେଶ୍ୱର() ମାର୍ଚ୍ଚ ୫ରୁ ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳନ କରିବ ବିଜେଡି । ମାର୍ଚ୍ଚ ୫ରେ କଟକରେ ଏନେଇ ଏକ ବିଶାଳ ସମାବେଶ ହେବ । ଏଥିରେ ଆୟୋଜିତ ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ୧୫ ଦିନ ଧରି ନିର୍ବାଚନମଣ୍ଡଳୀ ସ୍ତରରେ…

ରାଜନୀତିକୁ ଆସିବା ନେଇ ନବୀନଙ୍କ ପୁତୁରା କହିଲେ ଏମିତି କଥା

ନୂଆଦିଲ୍ଲୀ () ଆଜି ଦିଲ୍ଲୀରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁଙ୍କ ବଡ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ ନବୀନଙ୍କ ପୁତୁରା ଅରୁଣ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି…

ମତେ ପଛେ ଗାଳି ଦିଅନ୍ତୁ କିନ୍ତୁ ପିଲାଙ୍କ ଭବିଷ୍ୟତ ସହ ଖେଳନ୍ତୁ ନାହିଁ

କେନ୍ଦ୍ରାପଡା () ସମାଜରେ ଯୁଗେ ଯୁଗେ ଗୁରୁମାନେ ହେଉଛନ୍ତି ଆଦର୍ଶ । ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ । କାରଣ ଶିକ୍ଷକତା ହେଉଛି ଏକ ମହତ ବୃତ୍ତି। ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ । ଆଜି…