ଆପ ବିଧାୟକଙ୍କ ସମର୍ଥକଙ୍କୁ ଗୁଳିମାଡ
ନୂଆଦିଲ୍ଲୀ : ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ଗୁଳିମାଡ । ବିଜୟ ଶୋଭାଯାତ୍ରରେ ଯାଉଥିବା ମହରେଲୀର ନବ ନିଯୁକ୍ତ ଆପ ବିଧାୟକ ନରେଶ ଯାଦବଙ୍କ ସମର୍ଥକଙ୍କୁ ଟାର୍ଗେଟ କରି କିଛି ଦୁବୃତ୍ତ ଗୁଳି ଚଳାଇଥିଲେ । ଏଥିରେ ଜଣେ ଆପ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡରେ ଅନ୍ୟ ଜଣେ…
