Odia News Portal

ପୁରୀ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶା କଲେ ଧର୍ମେନ୍ଦ୍ର

ପୁରୀ() ପୁରୀରେ Transformation ଓ  promotion in tourism sector କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପୁରୀରେ ହୋଇଥିବା ଉନ୍ନତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରି କହିଛନ୍ତି, ରାଜ୍ୟ ସରକାରଙ୍କ…

ଜିରୋ ନାଇଟ ଉପରେ ପୋଲିସର କଡ଼ା ନଜର ରହିବ: ଅଭୟ

ଭୁବନେଶ୍ୱର() ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନୂଆବର୍ଷ ପାଳନ । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିରୋ ନାଇଟ୍…

ବଜାରକୁ ଆସିଲା ଜିଓ ମାର୍ଟ

ନୂଆଦିଲ୍ଲୀ() ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ଆରମ୍ଭ କରିଛି ଜିଓମାର୍ଟ। ଆରଆଇଏଲର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ସୋମବାରଠୁ ନିଜର ଜିଓ ଟେଲିକମ ଗ୍ରାହକଙ୍କୁ ବିକିବା ଆରମ୍ଭ କରିଛି। ଏଥିପାଇଁ ଜିଓମାର୍ଟ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡ଼ିବ।…

ନୂଆବର୍ଷରେ ବଢିବ ସୁନାଦର

ନୂଆଦିଲ୍ଲୀ () ନୂଆବର୍ଷରେ ବଢିବ ସୁନାଦର । ଗବେଷଣା ନିର୍ଦ୍ଦେଶକ କହିବାନୂସାରେ, ନୂଆବର୍ଷରେ ସୁନାଦର ୪୫ହଜାର ଟପିବା ସମ୍ଭାବନା ରହିଛି । ନୂଆ ବର୍ଷରେ ମଧ୍ୟ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ଅବ୍ୟାହତ ରହିବ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିବ । ଏହା ଫଳରେ…

ବିଜୟ କେତନଙ୍କ ଚାନ୍ଦା କଲେକ୍ସନ ଏଜେଣ୍ଟ ଥିଲେ ସନ୍ତୋଷ

ଭୁବନେଶ୍ୱର () ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବା ପରେ ଅନେକ ଅସମାହିତ ପ୍ରଶ୍ନ ଉଠିଛି। ସେ କାହାଠୁ ଓ କାହିଁକି ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ତାଙ୍କୁ କେମିତି ଜାଲ ବିଛାଇ ଟ୍ରାପ କରିଥିଲା । ବିଜୟ ଉପାଧ୍ୟାୟ ଓ ଗିରଫ ହୋଇଥିବା ୟେସ ବ୍ୟାଙ୍କ ଲୋକ…

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟାଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି। ଏହି କାରଣରୁ ବୁଧବାର ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ…

ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନି ମେହେତାଙ୍କ ପରଲୋକ

ଭୁବନେଶ୍ବର : Alfred A. Knopfର ଏଡିଟର ଇନ୍ ଚିଫ୍ ତଥା Knopf Doubleday Publishing Groupର ଚେୟାରମ୍ୟାନ୍ ସୋନି ମେହେତାଙ୍କ ପରଲୋକ । ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ପ୍ରସିଦ୍ଧ ଲେଖିକା ଗୀତା ମେହେତାଙ୍କ ସ୍ବାମୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ।…

ଭିଜିଲାନ୍ସ ଜାଲରେ କୋଟିପତି କିରାଣି

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି । ମୁଖ୍ୟ କିରାଣି ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭବାନୀପାଟଣା ସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତି ଠୁଳ…

ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା

ନୂଆଦିଲ୍ଲୀ : ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା । ବର୍ତ୍ତମାନ ୨୦୨୦ ମାର୍ଚ୍ଚ ୩୧ ଯାଏଁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ବା CBDT ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୧୯ ଡିସେମ୍ବାର ୩୧ରେ ଏହି ସମୟ ସୀମା ଶେଷ ହେଉଥିବା ବେଳେ…

ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଅମ୍ବାପାଲି ଓ ବରଗଡ଼ର ସବୁ ଲୋକ ପାଲଟିବେ ଜଣେ ଜଣେ କଳାକାର । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି…