୨୦୧୯ରେ ରାଜ୍ୟ ପ୍ରଶାସନ ଦୃଶ୍ୟପଟ : ୫-ଟି ଓ ମୋ ସରକାର ସବୁଠାରୁ ଚର୍ଚ୍ଚିତ ପଦକ୍ଷେପ
ଭୁବନେଶ୍ୱର : ଆଜି ସରିଛି ୨୦୧୯ ମସିହା । ଏହି ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ ସହିତ ରାଜ୍ୟ ଶାସନରେ ରେକର୍ଡ କରିଥିବାବେଳେ ପ୍ରଶାସନରେ କିନ୍ତୁ ଦୁଇଟି ପଦକ୍ଷେପ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ତାହା ହେଉଛି ‘୫-ଟି’ ଓ ‘ମୋ ସରକାର’…
