Odia News Portal

ଅନ୍ତିମ ପର୍ୟ୍ୟାୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର()  ଅନ୍ତିମ ପର୍ୟ୍ୟାୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଥିବା ଜନ ସଂପର୍କ ଆସନ୍ତାକାଲି ଶେଷ ହେବ । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୩୪ ନମ୍ବର ୱାର୍ଡରେ ଆୟୋଜିତ ହୋଇଯାଇଛି ଏହି ପଦଯାତ୍ରା । ଏହି ପଦଯାତ୍ରାରେ ଭାଗ…

ହାଇଦରାବାଦକୁ ହରାଇ କ୍ରମାଗତ ଦ୍ଵିତୀୟ ମ୍ୟାଚ ଜିତିଲା ଜାମସେଦପୁର

ଜାମସେଦପୁର : ସ୍ଥାନୀୟ ଜେଆରଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅନୁଷ୍ଠିତ ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ଦଶମ ମ୍ୟାଚରେ ନବାଗତ ହାଇଦରାବାଦ ଏଫସିକୁ ୩-୧ ଗୋଲରେ ହରାଇ ଜାମସେଦପୁର ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ଓଡିଶା ଏଫସିକୁ ୨-୧ରେ ପରାସ୍ତ କରିଥିବା…

ଘରେ ପ୍ରସ୍ତୁତ କରନ୍ତୁ, ମାଟି ହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ– କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ, ଟମାଟୋ ପେଷ୍ଟ, ତେଜପତ୍ର ଓ ଫୁଟଣ। ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ…

ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହା ଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇ ନ ଥାଏ ବରଂ ଘରେ ରହୁଥିବା ଲୋକେ ସୁସ୍ଥ ରହି ଥାଆନ୍ତି ବୋଲି ନିକଟରେ ୟୁନିଭର୍ସିଟି ଅଫ୍‌ ଟେଲେସିରେ ହୋଇଥିବା ଗବେଷଣାରୁ ଜଣାପଡିଛି।…

ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ: ବଲିଉଡ୍‌ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସ୍ୱତନ୍ତ୍ର ପରିଚୟ ତାଙ୍କୁ ତାଙ୍କ ଅଭିନୟ ଯୋଗୁ ମିଳିଛି। ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି। ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି। ଲିଡ୍ ରୋଲ୍ ହେଉ ଅବା ନେଗେଟିଭ୍…

ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ ସାଇଜ୍‌ରେ କାଟିବା ମଧ୍ୟ ଜରୁରୀ ନଚେତ ଘାତକ ସାଜିପାରେ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ହଠାତ୍‌ ସକାଳୁ ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି, କିନ୍ତୁ ଧାର କରଜକୁ କେନ୍ଦ୍ରକରି କଳହ ଲାଗିପାରେ। ସାଧାରଣ…

ବିଜୁ ଜନତା ଦଳର ପୁରୀରେ ଜନସମ୍ପର୍କ ପଦଯାତ୍ରା

ପୁରୀ : ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।…

କାହିଁକି ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଏହି ଅଭିନେତ୍ରୀ,ଆଶ୍ଚର୍ଯ୍ୟକର କାରଣ

ଦକ୍ଷିଣ ଭାରତୀୟ ସିନେମା ଜଗତରେ ହିଟ୍ ନାୟିକା ଆସିନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଗୋଟିଏ ସନ୍ତାନ ରହିଛି। ହେଲେ ଏବେ ପରିବାରକୁ ସମସ୍ତ ସମୟ ଦେବାକୁ ଚାହୁଁଥିବାରୁ ସିନେମା ଜଗତକୁ ଫେରିବାକୁ…

ବହୁରୂପୀ କାହିଁକି ବଦଳାଇଥାଏ ରଙ୍ଗ , ଜାଣନ୍ତୁ

ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ ବଦଳାଏ ବୋଲି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେଟ୍ଟ ବହୁରୂପୀ ରଙ୍ଗ ବଦଳାଇବା ପଛରେ ଉଭୟ ପ୍ରାକୃତିକ ଏବଂ ବୈଜ୍ଞାନିକ କାରଣ…