Odia News Portal

କାହ୍ନୁ-କୃଷ୍ଣଙ୍କ କାନ୍ଧରେ ଶ୍ରୀକାନ୍ତଙ୍କ ବନ୍ଧୁକ

ଭୁବନେଶ୍ୱର : ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବାହାର ରାସ୍ତା ଦେଖାଇବାପାଇଁ ଦଳର ଗୋଟିଏ ଲାଗି ପଡିଥିବାବେଳେ ଶ୍ରୀକାନ୍ତ ଏବେ ପ୍ରତି ଆକ୍ରମଣ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପାଇଁ କାହ୍ନୁ-କୃଷ୍ଣଙ୍କ କାନ୍ଧରେ ବନ୍ଧୁକ ରଖି ସେ ଫୁଟାଉଥିବା ଦେଖିବାକୁ ମିଳୁଛି । ଶ୍ରୀକାନ୍ତଙ୍କ ପ୍ରତି…

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () “ଆଜି ଆମେ ପ୍ରକୃତରେ ହୃଦୟଂଗମ କରୁଛୁ ଯେ, ଆମେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛୁ” । ଏହା ଥିଲା ଆତ୍ମସମର୍ପଣ ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କିଛି ମାଓବାଦୀ ସ୍ବତଃପ୍ରବୃତ ମନ୍ତବ୍ୟ  । କାରଣ ସେମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳିଙ୍ଗ…

ଓଡିଶାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରଶଂସା … କାହିଁକି ପଢନ୍ତୁ

ଭୁବନେଶ୍ବର () ଗତ ନଭେମ୍ବର 19 ତାରିଖରେ ଆଫ୍ରିକାର ମୋଜାମ୍ବିକ୍ ଠାରେ ବିଶ୍ବସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଅନୁଷ୍ଠିତ ହୋଇଥିବା ଆର୍ନ୍ତଜାତୀୟ ବୈଠକରେ ବିଶ୍ବ ମ୍ୟାଲେରିଆ ରିପୋର୍ଟ ପ୍ରକାଶ ପାଇଅଛି । ବିଶ୍ବସ୍ବାସ୍ଥ୍ୟ ସଂଗଠନ ଦ୍ବାରା ହୋଇଥିବା ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ ୨୦୧୭-୧୮…

ରାଜନାଥ ସିଂହଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି … କାହିଁକି ପଢନ୍ତୁ

ଭୁବନେଶ୍ବର () ତିତଲି କ୍ଷୟକ୍ଷତିର ଭରଣା ପାଇଁ ତୁରନ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଗତ ଅକ୍ଟୋବର ମାସରେ…

୧ବର୍ଷ ପାଇଁ ନିଲମ୍ବନ ହେଲେ ନିର୍ଦ୍ଦେଶକ ସାଜିଦ୍ ଖାନ ପଢନ୍ତୁ…

ମି ଠୁ’ ବିବାଦରେ ଫସିଥିବା ନିର୍ଦ୍ଦେଶକ ସାଜିଦ୍ ଖାନଙ୍କୁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡିରେକ୍ଟରସ୍ ଆସୋସିଏସନ୍ ( ଆଇଏଫଟିଡିଏ )ଏକ ବର୍ଷ ଲାଗି ନିଲମ୍ବନ କରିଥିବା ଜଣାଯାଇଛି। ଅଭିନେତ୍ରୀ ରାଚେଲ୍ ହ୍ଵାଇଟ୍, ସହ ନିର୍ଦ୍ଦେଶକ ସଲୋନି ଚୋପ୍ରା ଏବଂ ସାମ୍ବାଦିକା କରିସ୍ମା ଉପାଧ୍ୟାୟ…

ରାଜସ୍ଥାନରେ ଦୁଇ ଆଶାୟୀ: ଆଜି ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ

ରାଜସ୍ଥାନରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏପରି…

ESI ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ESI ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ମୃତଦେହ ରଖି ମେଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ତେବେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ସୂଚନା…

ଚିନ୍ତାରେ କଂଗ୍ରେସର ଦଳ ଡିଆଁ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଛାଡିବାକୁ ସଜବାଜ ହେଉଥିବା ଦଳଡିଆଁମାନେ ଏବେ ଚିନ୍ତାରେ । ଗତକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବାପରେ ସେମାନଙ୍କର ଏଭଳି ଅବସ୍ଥା । ଏବେ କଂଗ୍ରେସରୁ ଅନ୍ୟ ଦଳକୁ ଡେଇଁବେ କି ନାହିଁ ସେହି ଚିନ୍ତାରେ ଅଛନ୍ତି । ଗତ କିଛିଦିନ ଧରି କଂଗ୍ରେସର…

ଜନ୍ମ ହେଲା ପରେ ମା’କୁ ହରାଇଥିବା ଏହି ଦୁଇ ଶିଶୁ କନ୍ୟା

କୋରାପୁଟ: ପଟାଙ୍ଗୀ ବ୍ଲକ କାରିବେଡା ଗ୍ରାମର ଜଣେ ମହିଳା ଗତ ୨୩ ତାରିଖରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ସୀମାନ୍ତ ଗାଁରୁ ବହୁ କଷ୍ଟରେ ତାଙ୍କୁ ଅଟୋରେ ପଟାଙ୍ଗୀ ଡାକ୍ତରଖାନାକୁ ଆଣିଲା ସମୟରେ ବାଟରେ ସେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେଇଥିଲେ। ଏମିତି ଅସୁରକ୍ଷିତ ଭାବେ ପ୍ରସବ…

ମୃତ ଭାଲୁ ଉଦ୍ଧାର

ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ କାରାଗାଁ ପଞ୍ଚାୟତର ମାଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ମୃତ ଭାଲୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ,  ସକାଳେ ମାଣ୍ଡିଆଗୁଡା ଗ୍ରାମର କିଛି ଲୋକ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ ଭିତରେ ଏକ ମୃତ ଭାଲୁ ପଡିଥିବା ଦେଖି ଉମରକୋଟ ବନ…