Odia News Portal

ବିଜେଡିର କ୍ରାଇସିସ୍ ମ୍ୟାନେଜର – ମୋଷ୍ଟ ଏଲିଜିବୁଲ ବ୍ୟାଚେଲର

ଭୁବନେଶ୍ବର () ବିଜେଡିର କ୍ରାଇସିସ୍ ମ୍ୟାନେଜର କହିଲେ ଆଖି ଆଗରେ ଗୋଟିଏ ଗୋଟିଏ ଚେହେରା । ସେ ହେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳରେ ଏବେ ସେ ହେଉଛନ୍ତି ମୋଷ୍ଟ ଏଲିଜିବୁଲ ବ୍ୟାଚେଲର । ଦଳ ଉପରେ କିମ୍ବା ସରକାରଙ୍କ ଉପରେ କୌଣସି ସଙ୍କଟ ଆସିଲେ ସେଠାରେ ପହଁଚିଯାଆନ୍ତି ପ୍ରବଣ ଦାସ ଓରଫ…

ମୃତ୍ୟୁ ଭୟ ନାହିଁ, ଦେଖନ୍ତୁ ଏହି ଭିଡିଓ

ଭୁବନେଶ୍ବର () : ଆଖି ଆଗରେ ମୃତ୍ୟୁ … ମୁଣ୍ଡ ଉପରେ ଦେଇ ଢାଏ ଢାଏ ଗୁଳି ଯାଉଛି … ସାଙ୍ଗରେ 6-7ଜଣ ଜବାନ … ଚାରିପଟୁ ଘେରି ରହିଛନ୍ତି ମାଓବାଦୀ … ତଥାପି କାହିଁକି କେଜାଣି ଭୟ ଲାଗୁନି … ଏହା ହେଉଛି ଗତକାଲି ମାଓବାଦୀଙ୍କ ଗୁଳିରେ ନିହତ ଓଡିଆ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ସାମ୍ବାଦିକ…

ଛେଳି ପରେ ହାତୀ ବଳୀ

ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗ ନାକେଦମ ହୋଇଗଲାଣି। ଘଞ୍ଚ ଜଂଗଲ ମଧ୍ୟକୁ ଚାଲିଯାଇଛି ‘ସୁନ୍ଦରୀ’। ଅଶନବାହାଲଠାରୁ ପ୍ରାୟ ୩ କିଲୋମିଟର ଦୂର ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀ ରହିଥିବା ବନ ବିଭାଗ ଜାଣିପାରିଛି। ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ…

ଉପକୂଳରେ ଓଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର () ଓଡ଼ିଶା ଉପକୂଳରେ ଓଲିଭରିଡଲେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ସମୟରେ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟିର…

ଛକାପଂଝାରେ କ୍ଷତି

ଭୁବନେଶ୍ବର () : ଆୟୁଷ୍ମାନ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ। ଯୋଜନାକୁ ନେଇ ଚାଲିଛି ବାକଯୁଦ୍ଧ। ନିକଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ସଫଳତା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହାକୁ ନେଇ ବିଜ୍ଞାପନ ମଧ୍ୟ ସରକାର ଦେଇଥିଲେ। ପ୍ରାୟ କୋଟିଏରୁ ଅଧିକ…

ବୁଲା ଗାଈଗୋରୁଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର () ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଆରମ୍ଭ ହେଲା ଗୋରୁ ଗାଈଙ୍କ କାନ ନୋଳିକାରଣ।ଓଡ଼ିଶାରେ ପ୍ରଥମେ ବନ୍ୟ ପ୍ରାଣୀଙ୍କ ତାଗିଙ୍ଗ ପରେ ଏବେ ବିଏମସି ରେ ଗୃହ ପାଳିତ ପ୍ରାଣୀଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରଥମ କରି ଭୁବନେଶ୍ୱର ଗୋରୁ ଗାଈଙ୍କର କାନରେ ନୋଳିକରଣ କରାଯାଇ…

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

ଝାରସୁଗୁଡା ବିମାନ ବନ୍ଦରରେ ଦେଖାଦେଇଥିବା ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ବିମାନ ବନ୍ଦରର ନା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ୨୨ ତାରିଖରେ ଉଦଘାଟନ ଉତ୍ସବ ରେ…

ରାଜଧାନୀରୁ ଜବତ ୫ ବନ୍ଧୁକ

ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ରୋକିବା ପାଇଁ ଅପରେସନ ‘ବ୍ଲାକ୍ ସ୍ମୋକ’ କାର‌୍ୟ୍ୟକାରୀ କରାଯାଉଥିଲା। ତାହା ଆଜି ଧୂଆଁବାଣରେ ପରିଣତ ହୋଇଛି। ଯାହାଫଳରେ ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଛି। ଅଶାନ୍ତ ହେଉଛି ରାଜଧାନୀ। ରାଜଧାନୀରେ ଚୋରା ବନ୍ଧୁକ ବିକ୍ରି ପାଇଁ…

ରାକ୍ଷୀଙ୍କ ସଜେସନ୍

ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ, ଯାହା ବିଷୟରେ ଶୁଣିଲେ ଆପଣ ହସି ହସି ଗଡ଼ିବେ। ହର୍ବାଲ୍ ଅନ୍ତଃବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି…

ବଢିଲା ଶ୍ରମିକଙ୍କ ମଜୁରୀ

ରାଜ୍ୟ ସରକାର ଆଜିଠାରୁ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣ କୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ ୨୦୦ ଟଙ୍କା ରୁ ୨୮୦ ଟଙ୍କା ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୨୨୦ଟଙ୍କା ରୁ ୩୨୦ ଟଙ୍କା କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୨୪୦ଟଙ୍କା ରୁ ୩୭୦ଟଙ୍କା , ଉଚ୍ଚକୁଶଳୀ…