Odia News Portal

ଚୁମ୍ବନ ଯୋଗୁଁ ସଂକ୍ରମଣର ଶିକାର

ଆପ୍ଷ୍ଟିନ୍-ବାର୍ ଭାଇରସ୍ (ଋଈଠ)ମାଧ୍ୟମରେ ଶରୀରରେ ମନୋନ୍ୟୁକ୍ଲିଓସିସ୍ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ପହଞ୍ଚିଥାଏ। ଏହି ରୋଗ କେବଳ ଚୁମ୍ବନ ଦ୍ୱାରା ନୁହେଁ, ଉଭୟଙ୍କ ଅଇଁଠା ଖାଦ୍ୟ ବା ପାଣି ପିଇଲେ ମଧ୍ୟ ହୋଇପାରେ। ଅନୁସନ୍ଧାନରୁ…

ପୁଣି ‘ସୁନ୍ଦରୀ’ ନେଲା ମଣିଷ ଜୀବନ

ଅନୁଗୁଳ ଟାଇଁସି ଗାଁରେ ଜଣଙ୍କୁ ଝାମ୍ପିନେଲା‘ସୁନ୍ଦରୀ’ । ବିଲକୁ ଯାଇଥିବାବେଳେ ତ୍ରିନାଥ ସାହୁଙ୍କୁ ଝାମ୍ପିନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ବାଘୁଣୀ ସୁନ୍ଦରୀର କାମ ବୋଲି ଗାଁଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅନୁଗୁଳ ଟାଇଁସି ଗାଁରେ ଉତ୍ତେଜନା ଦେଖାଦେଇଛି । ଏସିଏଫ୍…

ପେଟ୍ରୋଲକୁ କାଟିଲା ଡିଜେଲ

ଭୁବନେଶ୍ୱର () ଇତିହାସରେ ପ୍ରଥମ । ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକା । ତୈଳ କମ୍ପାନୀ ଉପରେ ନିୟନ୍ତ୍ରଣ ନରହିବା କିମ୍ବା ଭୁଲ ତୈଳ ନୀତି ଯୋଗୁଁ ଏଭଳି ଏକ ବିଚିତ୍ର ଓ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ଆଜିର ଦିନରେ ପେଟ୍ରୋଲ ଲିଟର ପିଛା ଦର 80 ଟଙ୍କା 57 ପଇସା ଥିବା ବେଳେ ଡିଜେଲ ଦର 80…

ମାଙ୍କୁ ମେଲାଣୀ

ଶିବେ ସର୍ବାଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ  ନାରାୟଣୀ ନମସ୍ତୁତେ ଭୁବନେଶ୍ବର () : ଯେତିକି ଧୁମଧାମରେ ଆରମ୍ଭ ହୋଇଥିଲା ମା ଦୁର୍ଗାଙ୍କ ଧରାବତରଣ, ସେତିକି ଉତ୍ସାହ ଓ ଉଦ୍ଦୀପନାରେ ମାଙ୍କୁ ବିଦାୟ ଦେଇଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଦେବୀ ପୀଠରେ ନବଦିନାଙ୍କ ପୂଜା କରାଯାଇଥିବା…

ବନ୍ୟାଞ୍ଚଳ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର () ବାତ୍ୟା ଓ ବନ୍ୟାର ପାଞ୍ଚ ଦିନ ପରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ର ନବୀନ ପଟନାୟକ । ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ, କ୍ଷୟକ୍ଷତି ଆକଳନ ଆଦି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେବା ସହ…

ନିର୍ଦ୍ଦାରିତ ସମୟ ଭିତରେ କାମ ସାର

ଭୁବନେଶ୍ୱର—ତିତଲି ପ୍ରଭାବିତ ଅଂଚଳରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ସଚିବାଳୟରେ ତିତଲି ପ୍ରଭାବିତ ଅଂଚଳର ରିଲିଫ, ଥଇଥାନ, ସହାୟତା ବଂଟନ, ଓ ପୁନର୍ଗଠନ ସମ୍ପର୍କରେ…

ତନ୍ତ୍ରସାଧନା ପାଇଁ କଂସ ସାଜିଲା ମାମୁଁ

ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ନାବାଳକକୁ ବଳି ଦେବା ଘଟଣାରେ ପୁଲିସ ୨ ଜଣ ସଂପର୍କୀୟ ମାମୁ ଓ ଭାଇକୁ ଗିରଫ କରିଛି। ପୁଲିସ ମଙ୍ଗଳବାର ସକାଳୁ ୯ ବର୍ଷର ବାଳକ ଘନଶ୍ୟାମ ଓରଫ ମିଥୁନ ରଣାଙ୍କ ମୁଣ୍ଡ କଟା ଶବ ଉଦ୍ଧାର କରିବା…

#MeTooଜାଲରେ ସୁଶାନ୍ତ ସିଂ ରାଜପୁତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ତାଙ୍କର ସହ- ଅଭିନେତ୍ରୀ ସଞ୍ଜନା ସାଙ୍ଘି ର୍ଦୁବ୍ୟବହାର କରିଥିବା ଅଭିଯୋଗ ଲଗାଇଛନ୍ତି । ଏହି ଖବର ପରେ ସୁଶାନ୍ତ ସିଂ ଚର୍ଚ୍ଚାରେ ଅଛନ୍ତି । ଏହି କାରଣଚ ସୁଶାନ୍ତଙ୍କୁ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡୁଛି । ତେବେ ଅସଦାଚରଣ ଅଭିଯୋଗ ଉପରେ ସୁଶାନ୍ତ…

ପ୍ରେମିକାର ସ୍ୱାମୀକୁ ହତ୍ୟାକରି ଜେଲ ଗଲେ ଜବାନ

ଢେଙ୍କାନାଳ—ସେପ୍ଟେମ୍ବର ୩ ତାରିଖରେ ବହୁ ଚର୍ଚିତ ସୁନା ବ୍ୟବସାୟୀ ମଂଟୁ ପାତ୍ର ହତ୍ୟା ଘଟଣାରେ ବିଏସଏଫ ଜବାନ ସଂଜୟକୁ ଢେଙ୍କାନାଳ ପୋଲିସ ଆସାମର ଦିବ୍ରୁଗଡରୁ ଗିରଫ କରିଛି । ସେ ନେପାଳ ଆସାମ ସୀମାରେ ବିଏସଏଫ ଜବାନ ଭାବେ କାର୍ଯ୍ୟରତ ଥିଲା । ମଂଟୁ ପାତ୍ରର ପତ୍ନୀ ସହିତ ବିଏସଏଫ ଜବାନ ସଂଜୟ…

ପୂରଣ ହେଲା ୨୫ ବର୍ଷର ଦାବି

ପୂର୍ବରୁ ଅରଡେଇ ନଦୀ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଥିଲା । ଲୋକମାନେ ଡାକ୍ତରଖାନା,ସ୍କୁଲ୍ ଆଦି ଯିବାଆସିବା ପାଇଁ ହଇରାଣ ହେଉଥିଲେ । କିନ୍ତୁ ବିଜୁ ସେତୁ ଏବେ ୨ଟି ପଞ୍ଚାୟତ ମଧ୍ୟରେ ହୋଇଛି ସଂଯୋଗ ଆଉ ସମ୍ପର୍କର ସେତୁ । ଲୋକଙ୍କର ଦୀର୍ଘ ୨୫ବର୍ଷର ଦାବୀ ପୂରଣ ହୋଇଛି । ୫ଟି…