Odia News Portal

ଆସନ୍ତାକାଲିଠୁ ଦିନିକିଆ ଟକ୍କର

ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ଲଢେଇ । ଯୁବ ତାରକା ଋଷଭ ପନ୍ତଙ୍କ ଦିନିକିଆରେ ପଦାର୍ପଣ କରିବା ସୁନିଶ୍ଚିତ ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଗୌହାଟୀ ଦିନିକିଆରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ। ଓ୍ଵିକେଟକିପର ଓ…

ମୃତ୍ୟୁ ସଂଖ୍ୟା 62 ଛୁଇଁଲା, 11ଟି ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ବର () ତିତ୍‍ଲି ବାତ୍ୟା ଓ ପରବର୍ତ୍ତି ବନ୍ୟାରେ ମୃତ୍ୟୁସଂଖ୍ୟା ୬୧ରେ ପହଞ୍ଚିଛି । ଆଉ ୧୧ ଜଣ ମୃତକଙ୍କ ସଂକ୍ରାନ୍ତରେ ଅନୁଧ୍ୟାନ ଚାଲିଥିବାବେଳେ ମୃତକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୩ଜଣ ମତ୍ସ୍ୟଜୀବୀ ରହିଛନ୍ତି । ବାତ୍ୟା ସମୟରେ ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଉପକୂଳରେ ଆସି ମାଛ…

ହାତରେ ନୁହଁ ଦାନ୍ତରେ ମସାଜ୍

ସାଧାରଣତଃ ମସାଜ ସେଣ୍ଟର ବା ସ୍ପାରେ ଆପଣମାନେ ମହିଳାଙ୍କୁ ହାତରେ ତେଲ ଲଗାଇ ମସାଜ ଦେଉଥିବାର ଦେଖିଥିବେ। ସେମାନେ ଏପରି ତାଙ୍କ ହାତରେ ମସାଜ ଦେଇଥାନ୍ତି କି ସମସ୍ତ ଥକାପଣ ଦୂର ହୋଇଯାଇଥାଏ। ଏପରିକି ଏବେ ମସାଜ କରିବା ବା ନେବା ଏକପ୍ରକାରର ଟ୍ରେଣ୍ଡରେ ପରିଣତ ହୋଇଛି। ବଡ଼ବଡ଼ ସହରରେ ଦେଖିବାକୁ…

ସମ୍ପର୍କକୁ ମଜବୁତ୍ କରିବାକୁ ଚାହୁଁଛନ୍ତି କି ?

ଭଲପାଇବା ଥିବା ସତ୍ତ୍ବେ ମଧ୍ୟ ନିଜର ସାଥୀଙ୍କ ସହିତ କିଛି ଦୂରତା ରଖିବା ଦରକାର । ବ୍ୟକ୍ତିଗତ ଦୂରତାକୁ ଭୁଲ୍ ଭାବେ ନେବା ଠିକ୍ ନୁହେଁ । ନିଜ ସାଥୀଙ୍କ ଠାରୁ ଦୂରତା ରଖିବା ମାନେ ନୁହେଁ କି ସେ ଆପଣଙ୍କ ସହିତ ରହି ବୋର ହୋଇଗଲେଣି କିମ୍ବା ବିରକ୍ତ ହୋଇଗଣେଣି । ସମ୍ପର୍କରେ ଯଦିଓ ଦୁଇଜଣ ନିଜର…

କୂଅ ଭିତରେ ଗଳି ପଡିଲା ଭାଲୁ

କୂଅରୁ ଭାଲୁକୁ ଉଦ୍ଧାର କଲା ନବରଙ୍ଗପୁର ବନବିଭାଗ । ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଆସିଥିବା ଭାଲୁ ଗାଁ ନିକଟ ଏକ ପରିତ୍ୟକ୍ତ କୁଅରେ ଖସି ପଡିଥିଲା । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ଅନ୍ତର୍ଗତ ଫାମ୍ପୁଣୀ ଗ୍ରାମରେ । ଲୋକଙ୍କ ପାଖରୁ ଖବର ପାଇ…

ଅମୃତସର ଦୁର୍ଘଟଣାର ଟ୍ରେନ ଡ୍ରାଇଭରଙ୍କ ବୟାନ

ଗତକାଲି ରାତିରେ ପଜାଂବର ଅମୃତ ସହରରେ ରେଳ ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ସ୍ଥାନୀୟ ଅଚଂଳରେ ରାବଣ ପୋଡି ଲୋକମାନେ ଦେଖୁଥିଲେ । ତେବେ ସେହି ସମୟରେ ଅନ୍ଧାର ମଧ୍ୟ ହୋଇସାରିଥିଲା । ଯେଉଁ ସମୟରେ ରାବଣ ପୋଡା ଉତ୍ସବ ଆରମ୍ଭ ହୋଇଥିଲା ସହେି ସମୟରେ ସ୍ଥାନୀୟ ଅଚଂଳରେ…

ହ୍ଵିଲଚେୟାରରେ କମେଡିଆନ ଭାରିତୀ

ପ୍ରଖ୍ୟାତ କମେଡିଆନ ଭାରତୀ ସିଂହଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି, ଯାହା ଦେଖି ଭାରତୀଙ୍କ ପ୍ରଶଂସକ ପ୍ରଶଂସକ ଦୁଃଖ କରିବା ସହ ଭାରତୀଙ୍କୁ ନେଇ ଗର୍ବି ଅନୁଭବ କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଭାରତୀ ହ୍ଵିଲଚେୟାରରେ ବସି…

5 ଘଣ୍ଟାରେ 10 ଲକ୍ଷ ସେୟାର

ମୁମ୍ବାଇ: ଅଭିନେତ୍ରୀ ଦିଶା ପାଟନିଙ୍କ ଫଟୋ ମାତ୍ର 5 ଘଣ୍ଟାରେ 10 ଲକ୍ଷ ସେୟାର ହୋଇଛି । ଖୁବଶୀଘ୍ର ସେ ଏକ ସିନେମାରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ସିନେମାର ସୁଟିଂ ଶେଷ ହୋଇଛି। ସୁଟିଂ ଶେଷ ହେବା ପରେ ଦିଶା ନିଜର ଭେରିଫାଇଡ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ…

ଭାରତରେ ବଢୁଛି କୋଟିପତିଙ୍କ ସଂଖ୍ୟା

ନୂଆଦିଲ୍ଲୀ () : ବଢୁଛି କୋଟିପତିଙ୍କ ସଂଖ୍ୟା । ଗତ ବର୍ଷକରେ ଭାରତର କୋଟିପତି ତାଲିକାରେ ସାମିଲ ହୋଇଛନ୍ତି ଆଉ ୭,୩୦୦ । କ୍ରେଡ଼ିଟ୍ ସୁଇସ ରିପୋର୍ଟ ଅନୁସାରେ ଭାରତରେ ୩.୪୩ ଲକ୍ଷ କୋଟିପତି ଅଛନ୍ତି । ଆଉ ସେମାନଙ୍କ ପାଖରେ ପାଖାପାଖି ୬ ଟ୍ରିଲିୟନ୍ ଡଲାର ଅର୍ଥାତ ୪୪୧ ଲକ୍ଷ କୋଟି ଟଙ୍କାର…

ଦେଖନ୍ତୁ 15 ସେକେଣ୍ଡର ସେହି ଦୃଶ୍ୟ

ଅମୃତସର () : ରାବଣ ପୋଡି ଉତ୍ସବ ଦେଖିବା ହେଲା କାଳ । ମାତ୍ର ୧୫ ସେକେଣ୍ଡରେ ଦେଖୁ ଦେଖୁ 60ଜଣଙ୍କ ଜୀବନ ଚାଲିଗଲା । ଦ୍ରୁତଗତିରେ ଆସୁଥିବା ଜଳନ୍ଦର-ଅମୃତସର ଏକ୍ସପ୍ରେସ ମାଡିଗଲା । ଗୋଟିଏ ପଟେ ରାବଣ ପୋଡି ଚାଲିଥିଲା, ଶହ ଶହ ସଂଖ୍ୟାରେ ଲୋକ ରାବଣ ପୋଡି ଦୃଶ୍ୟ ଦେଖିବାରେ ବ୍ୟସ୍ତ ଥିଲେ ।…