ଆଜି ଓଡ଼ିଶା ଆସିବେ AICC ସଭାପତି ମଲିକାର୍ଜୁନ ଖଡ଼ଗେ
ଆଜି ଓଡ଼ିଶା ଆସୁଛନ୍ତି AICC ସଭାପତି ମଲିକାର୍ଜୁନ ଖଡ଼ଗେ। କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହାସମାବେଶରେ ଯୋଗଦେବେ।
ଅପରାହ୍ନରେ ମଲିକାର୍ଜୁନ ଖଡ଼ଗେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ!-->!-->!-->…
