Odia News Portal

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ବିଜେପିର ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ

ଭୁବନେଶ୍ବର () ଛତ୍ରପୁର ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଛନ୍ଦି ହେବାକୁ ଯାଉଛନ୍ତି । ଗତକାଲି ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି…

କାଶ ହେଉଛି କି ? ଖାଆନ୍ତୁ ଚକୋଲେଟ୍ …

ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ…

ବିଦେଶୀମୁଦ୍ରା ଚୋରା କାରବାର ଅଭିଯୋଗରେ ରାହତ ଫତେ ଅଲ୍ଳୀଖାନ

ବେନିମୟଭାବେ ସେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ । ଏବେ ରାହତଙ୍କୁ ମିଳିଛି ପ୍ରର୍ବତନ ନିର୍ଦ୍ଦେଶାଳୟ ତଥା ଇଡିର ସମନ । ପାଖାପାଖି ୩ଲକ୍ଷ ୪୦ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ…

ଘର କିଣା ନିଶା ଆଲିଆଙ୍କୁ କଲା ଭକୁଆ

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ । ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ମାତ୍ର ୬ ବର୍ଷର କ୍ୟାରିୟର ମଧ୍ୟରେ ଏତେ ସଫଳତା ହାସଲ କରିସାରିଛନ୍ତି ଯେ ଆୟ ମାମଲାରେ ଅନେକ ସିନିୟର୍ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି । ଆଲିୟାଙ୍କ ଶେଷ ହିଟ୍ ସିନେମା ଥିଲା ରାଜି…

ମୟୁରଭଂଜର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଂଜ ଜିଲ୍ଲା ଗସ୍ତରେ ଯାଇଁ ମୟୁରଭଂଜ ଜିଲ୍ଲାର ସାମଗି୍ରକ ଉନ୍ନତି ପାଇଁ ବିକାଶର ପସରା ଖୋଲିଦେଇଛନ୍ତି । ବାରିପଦା ଛଉ ପଡିଆ ଠାରେ ଅନୁÂିତ ଏକ ବିରାଟ ସମାବେଶରେ ଉଦବୋଧନ ଦେବା ସହିତ ୧୧୫୦କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ…

୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ରାଜନଗର : ପ୍ରାୟ ୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ। ରାଜନଗର ମହାବୀର ବଜାରରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ସୁନା କିଣିବା ବାହାନାରେ ଦୋକାନକୁ ଆସିଥିଲେ। ଏହାପରେ ପ୍ରାୟ ୪ ଶହ ଗ୍ରାମ ସୁନା ଲୁଟିନେଇ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର…

ଓଡ଼ିଶା କିନ୍ନର ମହାସଂଘର ବୈଠକ : ଗଠନ ହେଲା ୧୮ ଜଣିଆ କମିଟି

ଭୁବନେଶ୍ୱର: ( ଚକ୍ରଧର ମାଝି )  କେଶରୀ ହୋଟେଲରେ କିନ୍ନର ମହାସଂଘର ଏକ ସଭା ଆୟୋଜନ କରାଯାଇଛି। ଏହି ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଦ୍ୱର୍ କିନ୍ନର ଯୋଗ ଦେଇଥିଲେ। କିନ୍ନର ମାନଙ୍କ ମଧ୍ୟରେ ଚାଲିଥିବା କଳହକୁ ଏହି ସଭା ଦ୍ୱାରା ଦୂର କରାଯାଇଥିଲା। ଆଗାମୀ ଦିନରେ କିନ୍ନର…

ବଲାଙ୍ଗିର ପୋଲିସକୁ ବଡ ସଫଳତା

ବଲାଙ୍ଗିର:  ବଲାଙ୍ଗିର ପୋଲିସକୁ  ବଡ  ସଫଳତା ।  ପୋଲିସକୁ ନାକେଦମ କରିଥିବା  ଲୁଟେରା  ଗ୍ୟାଙ୍ଗକୁ  ଠାବ  କରିବା  ସହ  କିଙ୍ଗପିନ୍   ସହ  ଆଠ  ଜଣଙ୍କୁ ଗିରଫ  କରିଛି । ଲୁଟେରାଙ୍କଠାରୁ ବାଇକ, ଦେଶୀ ପିସ୍ତଲ, ନଗଦ  ଟଙ୍କା  ସମେତ  ବହୁ ମୋବାଇଲ  ଜବତ  ହୋଇଛି ।  ଚକମା  ଦେଇ ଫେରାର…

ଅନଗୁଳରେ ନବଜାତ ଶିଶୁକୁ ବିକ୍ରି !

ଅନଗୁଳ:  ଅନଗୁଳରେ ନବଜାତ ଶିଶୁ ବିକ୍ରି ଅଭିଯୋଗ ହୋଇଛି। ମଦନମୋହନ ପଡ଼ାରେ ଭଡାରେ ରହୁଥିବା ବାଇଧର ବେହେରା ଏବଂ ତାଙ୍କ ପତ୍ନୀ ବବିତା ବେହେରା ନିଜର ୭ ଦିନର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଅଭିଯୋଗ ଆସିଛି। ବବିତା ହେଉଛି ବାଇଧରର ଦ୍ବିତୀୟ ସ୍ତ୍ରୀ । ଆଗରୁ ତାଙ୍କର ଏକ…

ଚୂଡ଼ାନ୍ତ ହେଲା ମହାପ୍ରସାଦ ଦର

ପୁରୀ: ଖୁବ ଶୀଘ୍ର ଆନନ୍ଦ ବଜାରରେ ନିର୍ଦ୍ଧାରିତ ଦରରେ ଭକ୍ତମାନେ ଅବଢ଼ା ପାଇପାରିବେ । ଏଥିପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇସାରିଛି । ଆଜି ବସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗରେ ଆଲୋଚନା କରାଯାଇଛି । ଏହାକୁ ପରିଚାଳନା କମିଟି ଅନୁମୋଦନ କରିବା ପରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.