ଭୋଟ ଦେଲେ ପ୍ରଦୀପ ପାଣିଗ୍ରାହୀ
ରାଜ୍ୟରେ ଜାରି ରହିଛି ମତଦାନ । ଏହି କ୍ରମରେ ବ୍ରହ୍ମପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୭ ବିଧାନସଭା ଆସନରେ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ବୁଥରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ନିଜ ଗ୍ରାମରେ ସ୍ଥିତ!-->…
