ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
ଉତ୍ତରପ୍ରଦେଶର ସବୁଠାରୁ ଚର୍ଚ୍ଚିତ ଆସନ ଆମେଥି, ରାଏବରେଲିକୁ ନେଇ ହଟିଲା ସସ୍ପେନ୍ସ। ନାମାଙ୍କନରେ ଶେଷ ଦିନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏଥିର ଆମେଥି ନୁହେଁ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି। ସେହିପରି ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି!-->…
