ତାତିରୁ ମିଳିବ ଆଶ୍ୱସ୍ତି
ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ସକାଳ ହେଉ ହେଉ ଦିନ ଦ୍ବିପ୍ରହର ଭଳି ତାତି ଅନୁଭବ ହେଉଛି । ଏକ ପ୍ରକାର ରାଜ୍ୟରେ ଅଗ୍ନୀବର୍ଷା ଭଳି ଅନୁଭୂତ ଦେଉଛି । ଆକାଶରୁ ନିଆଁ ଝୁଲ ଖସୁଛି । ହେଲେ ଏହାରି ଭିତରେ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି । ଆଜି ଠାରୁ ଓଡ଼ିଶାରେ ବଦଳିବ ପାଗ!-->…
