ନର୍ସରୀରୁ ନାବାଳିକାର ମୃତଦେହ ଉଦ୍ଧାର
ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗଚ ବାଇନିବାସ ନର୍ସରୀ ନିକଟରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । ନାବାଳିକାକୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବାଇନିବାସ ଗାଁର ୪ର୍ଥ ଶ୍ରେଣୀ ଛାତ୍ର ୧୨ ଦିନ ହେବ ନିଖୋଜ ଥିଲେ । ରାତିରେ!-->…
