ଫେବୃଆରୀ ୬ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ
ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧୀ। ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରାଯିବ। ୩ଟି ସାଙ୍ଗଠନିକ ଜିଲ୍ଳାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା , ସୁନ୍ଦରଗଡ ଏବଂ ଝାରସୁଗୁଡାରେ ୭ ଏବଂ ୮ ତାରିଖରେ!-->…
