ଆଜିଠୁ ପୁଣି ଆରମ୍ଭ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା
ଦୁଇଦିନର ବ୍ରେକ ପରେ ଆଜିଠାରୁ ପିଣି ଆଣମ୍ଭ ହେବାକୁ ଯାଉଛି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆରମ୍ଭ ହେବ ଏହି ଯାତ୍ରା । ଗତ ଜାନୁଆରୀ ୧୪ ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପଶ୍ଚିମବଙ୍ଗରେ ଦୁଇ ଦିନ ପାଇଁ!-->…
