Odia News Portal

ପୁରୀରେ ମୁଖ୍ୟ ଶାସନ ସଚିବ

ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟର କରୁଛନ୍ତି ସମୀକ୍ଷା । ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି, ଏସପି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । ସମଙ୍ଗ ଠାରେ ନିର୍ମାଣ ଚାଲିଥିବା ପାର୍କିଂ, ଶ୍ରୀସେତୁ କାର୍ୟ୍ୟର

ହାଇଟେକ୍ ବିସ୍ଫୋରଣ ଘଟଣା: ସେ ମୋ ପୁଅ ନୁହେଁ: ଜ୍ୟୋତିଙ୍କ ବାପା

ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ଜ୍ୟୋତିରଞ୍ଜନ ମଲ୍ଲିକ ବାପାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଚିକିସିôତ ବ୍ୟକ୍ତି ମୋ ପୁଅ ନୁହେଁ । ମୋ ସଂସାର ବୁଡିଗଲା, ମୋର କେହି ନାହାନ୍ତି କହିଲେ । ମେଡିକାଲର ଭୁଲ୍ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନାହିଁ । ଘଟଣା ଦିନ ପୁଅ

ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ସ୍ତ୍ରୀର ଜୀବନ ନେଲା ସ୍ୱାମୀ

 ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ତେବେ ସୂଚନା ଅନୁଯାଇ, ପାଟଣାଗଡ଼ – ପଦ୍ମପୁର ରାସ୍ତାରେ ଥିବା ମାୟାବତୀ ନଦୀ ସେତୁ ତଳେ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି। ଅଞ୍ଜନା

ନୂଆଗାଁ ଓ କୁଆଁରମୁଣ୍ଡାରେ ୨ ନୂଆ ଡ଼ିଗ୍ରି କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସୁନ୍ଦଗରଡ଼ ଜିଲ୍ଲା କୁଆଁରମୁଣ୍ଡା ଓ ନୂଆଗାଁ ପଞ୍ଚାୟତ ସମିତିରେ ୨ଟି ନୂତନ ଡ଼ିଗ୍ରି ମହାବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ ଅବସରରେ ଗୁରୁବାର ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ଗତ ବର୍ଷ ୫ଟି ଅଧ୍ୟକ୍ଷ କାର୍ତ୍ତିକ

ନାବାଳିକାର ବେକ କାଟିଲା ପାଗଳ

ପାଗଳର ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର । ବାଣୀଗୋଛା ଥାନା ମିତିଗଡୁ ଗାଁରେ ପାଗଳର ଉନ୍ମୁତ୍ତକାଣ୍ଡ । ଟାଙ୍ଗିଆରେ ନାବାଳିକାକୁ ଆକ୍ରମଣ, ବେକରେ ଗଭୀର ଆଘାତ । ଗୁରୁତର ଅବସଥାରେ ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ଥାନାରେ ଅଟକ ।

ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ହୋଇଛି ନିଷ୍ପତ୍ତି । ୪୩ ବିଧାୟକଙ୍କ ନେଇ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ

ଫାଉଡ଼ାରେ ହାଣି ପ୍ରେମୀଯୁଗଳଙ୍କୁ ହତ୍ୟା

ପ୍ରେମିକକୁ ଭେଟିବା ପାଇଁ ରାତି ୪ଟାରେ ଝିଅ ଘରୁ ବାହାରି ଯିବାରୁ ରାଗରେ ବାପା ଝିଅ ଓ ତା’ର ପ୍ରେମିକକୁ ଗୋଟାଏ ଫାଉଡ଼ାରେ ହତ୍ୟା କରି ମଙ୍ଗଳବାର ସକାଳେ ଥାନରେ ଆତ୍ମସମର୍ପଣ କରିଥିବା କଥା ପୁଲିସ କହିଛି।ଉତ୍ତର ପ୍ରଦେଶର ବଦୌନ୍‌ ଜିଲ୍ଲାରେ ଘଟଣା ସଂକ୍ରାନ୍ତରେ ‘ଏସ୍‌ଏସ୍‌ପି’ ଓ. ପି. ସିଂହ

ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ରାଜ୍ୟ ସରକାରଙ୍କ ଡ୍ରିମ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ପଡିବ ଭିତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ଆଜି ରୋଡ ସୋ' କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିପାଇଁ ବିଜେଡି ପକ୍ଷରୁ

ବିଏମସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ବିଳମ୍ବରେ ଅଫିସ ପହଞ୍ଚିଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’

ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ୫ଟି ମାଧ୍ୟମରେ ରାଜ୍ୟ ବିକାଶ ଜାରି ରହିଛି । ୫ଟିର ମୂଳତତ୍ତ୍ଵ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା । ତେଣୁ ବିଏମସିର କର୍ମଚାରୀମାନେ ସଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ବିଜ୍ଞପ୍ତି

କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଉଚ୍ଚଶିକ୍ଷା ପାଇଁ କାଳିଆ ଯୋଜନାର ପରିବର୍ଦ୍ଧିତ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଏ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ନାମି