Odia News Portal

ଓଏସଏପି କମାଣ୍ଡାଣ୍ଟଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା

ଭିଜିଲାନ୍ସ ଜାଲରେ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ -ଓଏସଏପିର ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ସେ ଲାଞ୍ଚ ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ନିଜ ଘରକୁ ଯାଉଥିବା ନେଇ ସୂଚନା ପାଇଥିଲା ଭିଜିଲାନ୍ସ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର

ମାଟିରେ ମିଶିବାକୁ ବସିଛି ୨୫୦ ବର୍ଷ ପୁରାତନ ଶୈବ ପୀଠ

ଏକଦା ଚଳଚଞ୍ଚଳ ରହୁଥିବା ଶୈବ ପୀଠ ଆଜି ଜରାଜୀର୍ଣ l ରାଜା ରାଜୁଡା ଅମଳରେ ପୂଜା ପାଉଥିବା ଠାକୁର ଆଜି ନିଜ ଭୁ ସମ୍ପତି ହରାଇ ଅନ୍ଧାର କୋଠରୀରେ ରହୁଛନ୍ତି ଉପବାସ l ଏଭଳି ଚିତ୍ର ଦେଖିବାକୁ ମିଳିଛି ବାରକୋଟ ବ୍ଲକ ବାହାଡାପୋଷି ଗ୍ରାମରେ ଥିବା ବାବା କପିଳେଶ୍ୱରଙ୍କ ପୀଠରେ l ରେଙ୍ଗାଲି

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ବୀନ ପଟ୍ଟନାୟକଙ୍କ  ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ

ଶିଶୁ ଅଦଳବଦଳ ଘଟଣା: ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ଜଣେ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ

ଅପହୃତ ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ମଣିପୁରରେ ଆନ୍ଦୋଳନ ତେଜିବାରେ ଲାଗିଛି । ବିକ୍ଷୋଭକାରୀମାନେ ଇମ୍ଫାଲ ଉପକଣ୍ଠରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ପୈତୃକ ଘର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଘଟଣା ଘଟିଛି। ସୁରକ୍ଷା

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ । ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂମିକମ୍ପପ୍ରବଣ(ଜୋନ୍‌) ଭାବେ ଚିହ୍ନଟ ହୋଇଛି ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମାର୍ଣ୍ଡି

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୫୨ ମୃତ

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଏକ ମସଜିଦ ନିକଟରେ ଶୁକ୍ରବାର ଶକ୍ତିଶାଳୀ ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇଦ୍ ଅବସରରେ ମସଜିଦ ବାହାରେ ଏକ ଶୋଭାଯାତ୍ରା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିବା ବେଳେ ଏହି

ବାଚସ୍ପତିଙ୍କ ଚେୟାରକୁ ସମ୍ମାନ ଦିଅ: ସୁର ରାଉତରାୟ

ବିଧାନସଭାରେ ବିଜେପିର ହୀନ ଆଚରଣକୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ କହିଛନ୍ତି ବାଚସ୍ପତିଙ୍କ ଚେୟାରକୁ ଅସମ୍ମାନ କରିଛି ବିଜେପି । ଚେୟାର ଉପରକୁ ଡାଲି ଫୋପାଡ଼ିବା ଠିକ ନୁହେଁ । ଏପରି ଆଚରଣ ଦେଖାଇ ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଜେପି ବିଧାୟକ ।

ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା 

ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା । ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୨ ମାସ ଭିତରେ କମିଟି ଗଠନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ।

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା

ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର ଓଡ଼ିଶା ଓ