Odia News Portal

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ପାରିବାରିକ ସମସ୍ୟା ସମ୍ପର୍କରେ ଏଣୁତେଣୁ କେତେ ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା କାରଣରୁ ମନ ମଧ୍ୟ ଭଲ ରହି ନ ପାରେ । ମଉଜିଆ କଥା କହି ବନ୍ଧୁମାନଙ୍କ ଗହଣରେ ପରିସ୍ଥିତିକୁ ହାଲ୍‌କା କରିପାରନ୍ତି। ଅତି ଭଲ ପାଉଥିବା…

ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ ଭାଗ୍ୟରେ ନେଲା ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ : ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ଛିଡା କରିବ କେହି କେବେ ଚିନ୍ତା କରିପାରିବେ ନାହିଁ । କଳାହାଣ୍ଡି ଜିଲ୍ଲାର ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଦିନେ ସେ ମନରେଗାରେ ମଜୁରିଆ ଭାବେ କାମ କରିବା ସହ ଏକ ଗ୍ୟାସ କାରଖାନାରେ ମଧ୍ୟ କାମ…

କଲେଜରେ ଚାରା ରୋପଣ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ବୈପାରୀଗୁଡା : ବୈପାରୀଗୁଡା ଶହୀଦ ଲଷ୍ମଣନାୟକ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଓ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ ଲ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବୈପାରୀଗୁଡାରେ ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ…

ଖୁବ୍‍ଶୀଘ୍ର ପରଦାରେ ଏକାଠି ହେବେ ଈଶାନ-ଅନନ୍ୟା

ମୁମ୍ବଇ : ବଲିଉଡ଼ର ଯୁବ କଳାକାର ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କୁ ଖୁବ୍‍ଶୀଘ୍ର ପରଦାରେ ଏକାଠି ଦେଖିବାକୁ ମିଳିବ। ମକବୁଲ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଖାଲି ପିଲି’ରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ନଜର ଆସିବେ। ଚଳଚ୍ଚିତ୍ରରେ ଈଶାନ ଓ ଅନନ୍ୟାଙ୍କ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ଗତ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୫ ତାରିଖ ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ଓ ସ୍ୱାସ୍ଥ୍ୟ ବିଭାଗ ସହିତ…

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଦୀପଙ୍କୁ ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ ଦିଆଯାଇଛି । ମୋନା ଶର୍ମା- ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସଞ୍ଜୀବ ଚୋପ୍ରା – ଗୃହ ବିଭାଗର…

ମୋଦି ସରକାରଙ୍କୁ ଝଟକା

ନୂଆଦିଲ୍ଲୀ : ଆଉ ଲୁଚି ରହିନାହିଁ ଦେଶର ଆର୍ଥିକ ମାନ୍ଦାବସ୍ଥା। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସୁନେଲି ସ୍ୱପ୍ନ ଦେଖୁଥିବା ମୋଦି ସରକାରଙ୍କୁ ଲାଗିଛି ଝଟକା। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି। ଏପ୍ରିଲରୁ ଜୁନ୍‌ରେ ଦେଶରେ ଜିଡିପି ୫ ପ୍ରତିଶତକୁ ଖସିଛି।…

ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା

ଭୁବନେଶ୍ବର : ପୋଲିସକୁ ଲୋକଙ୍କ ନିକଟତର କରିବା ପାଇଁ ତ୍ବରିତ ଓ ଉଚ୍ଚମାନର ପୋଲିସ ସେବା ସହ ପୋଲିସର ବ୍ୟବହାରିକ ଉନ୍ନତି ଏବଂ ସ୍ବଚ୍ଛତାକୁ ସୁନିଶ୍ଚିତ କରିବାକୁ ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା । ଏଥିପାଇଁ ଆଜି ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଦିନିକିଆ କର୍ମଶାଳାର ଆୟୋଜନ…

ପୁବୁ ସାହି ନିକଟରେ ବସ୍ ଓଲଟି ୩ମୃତ ଓ ୧୫ରୁ ଅଧିକ ଆହତ

ଭୁବନେଶ୍ୱର : ଖୋର୍ଦ୍ଧା ପୁବୁ ସାହି ନିକଟରେ ଏକ ଯାତ୍ରୀବାହି ବସ ଓଲଟି ପଡ଼ିଛି । ବସ ଓଲଟି ସେଥିରେ ୩ଜଣ ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଠାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନାରାୟଣୀ ବସ ଭୁବନେଶ୍ୱରରୁ କଳାପଥର…

ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କଲେ ସାରଥି

କେନ୍ଦ୍ରାପଡ଼ା : ଜେଲରୁ ମୁକୁଳିବା ପରେ ସନ୍ତୋଷ ରାଉଳ ଓରଫ ସାରଥି ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି ସାରଥି । ଆର୍ଥିକ ସ୍ଥିତି ଭଲ ନଥିବାରୁ ସର୍ତ୍ତ କୋହଳ ପାଇଁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.