ୟୁନିସେଫ ଇଣ୍ଡିଆର ରାଷ୍ଟ୍ରୀୟ ଆମ୍ବାସାଡାର ହେଲେ ଆୟୁଷ୍ମାନ ଖୁରାନା
ୟୁନିସେଫ ଇଣ୍ଡିଆ ଆଜି ପ୍ରସିଦ୍ଧ-ବଲିଉଡ ତାରକା ଆୟୁଷ୍ମାନ ଖୁରାନାଙ୍କୁ ରାଷ୍ଟ୍ରୀୟ ଆମ୍ବାସାଡାର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ତାରକା ୟୁନିସେଫ୍ ସହିତ ହାତ ମିଳାଇ ପ୍ରତ୍ୟେକ ଶିଶୁର ବଞ୍ଚିବା, ବଢିବା , ସୁରକ୍ଷିତ ରହିବା ତଥା ସେମାନଙ୍କ!-->…
