Odia News Portal

ଟାଟା ଷ୍ଟିଲ ସହ ମିଶିବ ୭ଟି ସହାୟକ ସଂସ୍ଥା

ଟାଟା ଷ୍ଟିଲ୍ ଏହାର ୭ଟି ସହାୟକ ସଂସ୍ଥାକୁ ନିଜ ସହ ମିଶ୍ରଣ କରିବ। ଟାଟା ଷ୍ଟିଲ ତାହାର ୬ଟି ସହାୟକ କମ୍ପାନିର ମିଶ୍ରଣ ପ୍ରସ୍ତାବକୁ ଗତ ବର୍ଷ ସେପ୍ଟେମ୍ବରରେ କମ୍ପାନି ବୋର୍ଡ ଦ୍ୱାରା ମଞ୍ଜୁର ଦିଆଯିବା ପରେ ଏବେ ସପ୍ତମ କମ୍ପାନି ଭାବେ ଅନୁଗୁଳ ଏନର୍ଜିର ମିଶ୍ରଣ ଘଟାଇବ । ଟାଟା ଷ୍ଟିଲ୍ର

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଦିନ ୧୧ଟା ୧୫ରେ ଧରଣୀଧର ମେଡିକାଲ କଲେଜ ନିକଟ ହେଲିପ୍ୟାଡରେ ପହଞ୍ଚିବେ। ପୂର୍ବାହ୍‌ଣ ୧୧ଟା ୨୩ରେ ଧରଣୀଧର ମେଡିକାଲ କଲେଜ ଓ

ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ

ପରକୀୟା ପ୍ରୀତିକୁ ନେଇ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଆଠଗଡ଼ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ

ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରିବ ସେବି

ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୪୪ଟି ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରାଯିବ। ଅତୀତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଏବଂ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍କୁ ନେଇ ଘଟିଥିବା ଘଟଣା ପରେ ଏହି ଶିଳ୍ପରେ

ଆଜି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ । ତା ପୂର୍ବରୁ ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ

ଫେରିଲା ଗୋପାଳ, ଖାଲି ରିପୋର୍ଟ କୁ ଅପେକ୍ଷା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ଗୁଜରାଟର ଗାନ୍ଧିନଗରଠାରେ ଶେଷ ହେବା ପରେ ରବିବାର ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛି । ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ

ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି

ଆଜି ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ସୁପ୍ରିମ୍‌ କ‌ୋର୍ଟ‌ର ବିଚ‌ାରପତି ଭାବେ ଶପଥ ଗ୍ରହଣ କରିବା ପରେ ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍‌ କ‌ୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ

ରାହୁଲଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରାଯାଇଛି। ବିଜେପି ନେତା ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଆଣିଥିବା ସ୍ବାଧିକାର ଭଙ୍ଗ ଅଭିଯୋଗ ଆଧାରରେ ସଚିବାଳୟ ରାହୁଲଙ୍କୁ ନୋଟିସ ଜାରି କରିଛି। ନୋଟିସରେ

ଅଷ୍ଟ୍ରେଲିଆ ବଦଳାଇବ ଟିମ, ହୋଇପାରେ କୁନମ୍ୟାନଙ୍କ ପଦାର୍ପଣ

ଭାରତ-ଅଷ୍ଟ୍ରେଲିଆ, ନାଗପୁର ଟେଷ୍ଟକୁ ପାଳି ବ୍ୟବଧାନରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାମହାତୀ ସ୍ପିନର୍ ମାଥ୍ୟୁ କୁନମ୍ୟାନ୍ଙ୍କୁ ଦଳ ତୁରନ୍ତ ଡାକିଛି। ନାଗପୁରରେ ଖେଳିନଥିବା ଅନ୍ୟତମ ବାମହାତୀ ସ୍ପିନର୍ ଅଷ୍ଟନ ଆଗରଙ୍କ ସହ ସେ ସାମିଲ ହେବେ।

ଆଇସିସି ମହିଳା ବିଶ୍ବକପ୍ ଟି-୨୦ : ଶ୍ରୀଲଙ୍କାର କ୍ରମାଗତ ବିଜୟ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଶ୍ରୀଲଙ୍କା ଚଳିତ ଆଇସିସି ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଆସିଥିବା ଶ୍ରୀଲଙ୍କା ରବିବାର ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ