Odia News Portal

ବିମୁଦ୍ରୀକରଣ ମାମଲାର ସମୀକ୍ଷା କରିବେ ସୁପ୍ରିମ କୋର୍ଟ

୨୦୧୬ରେ ହୋଇଥିବା ବିମୁଦ୍ରୀକରଣକୁ ସାମ୍ବିଧାନିକ ବୈଧତା ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ତେବେ ୯ ନଭେମ୍ବରରେ ଏହି ମାମଲାର ଆଗାମୀ

ବଲିଉଡରେ ଏଣ୍ଟ୍ରି ମାରିବେ କ୍ରିକେଟର ଶିଖର ଧାୱନ

ସିନେ ପରଦାରେ ନଜର ଆସିବେ କ୍ରିକେଟର ଶିଖର ଧାୱନ । ଖେଳ ପଡିଆରେ ବଲକୁ ଦୂର ଆକାଶକୁ ପଠାଉଥିବା ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନ ଏବେ ବଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଶିଖର ଏବେ ଅଭିନୟରେ ଜଲୱା ଦେଖିବେ । କ୍ରିକେଟ ମୈଦାନରୁ ଫିଲ୍ମ

ପୁଣି ବଢ଼ିଲା ସୁନା-ରୁପା ଦର

ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି କିଣି ଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୪୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୭୪୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ

ସୁରକ୍ଷା କର୍ମୀ ଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ମୃତ

କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏବଂ ସୁରକ୍ଷା କର୍ମୀ ଙ୍କ ଗୁଳିରେ ଜଣେ ମହିଳା କ୍ୟାଡ଼ର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି

ଦୀପାବଳି ଅବସରରେ ରେଲୱେ କର୍ମଚାରୀଙ୍କୁ କେନ୍ଦ୍ରସରକାରଙ୍କ ଗିଫ୍ଟ । ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା । ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ । ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା । ବୋନସ ନେଇ କେନ୍ଦ୍ର କ୍ୟାବିନେଟରେ

ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଆଜି ଅବକାରୀ ବିଭାଗ ପ୍ରାୟ ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱରର ୩ଟି ସ୍ଥାନରେ

କଫ ସିରପ୍ ବିବାଦ: ‘ମେଡେନ ଫାର୍ମା’କୁ କାରଣ ଦର୍ଶାଅ ନୋଟିସ୍

ଗାମ୍ବିଆରେ କଫ ସିରପ୍ ପିଇ ୬୬ ପିଲାଙ୍କ ମୃତ୍ୟୁ ମାମଲାରେ ହରିୟାଣା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ମେଡେନ କମ୍ପାନୀକୁ ନୋଟିସ୍ ଜାରି କରି ଏହାର ଲାଇସେନ୍ସ କାହିଁକି ରଦ୍ଦ ନ ହେବ ପଚାରିଛନ୍ତି । ପ୍ରାରମ୍ଭିକ ଯାଞ୍ଚ୍ ବେଳେ କମ୍ପାନୀର ପ୍ଲାଣ୍ଟରେ ଅନିୟମିତତା ଏବଂ

ବାତ୍ୟା ନାଁରେ ଚାଲିଛି ଗୁଜବ:ପାଣିପାଗ ବିଭାଗ

୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖକୁ ଓଡିଶା କେବେ ବି ଭୁଲିପାରିବ ନାହିଁ । ଏହି ଦିନ ପ୍ରକୃତି ରଚିଥିଲା ତାର କରାଳ ତାଣ୍ଡବ । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଜୀବନ । ପାରାଦୀପରେ ଲ୍ୟାଣ୍ଡଫଲ କରିଥିବା ମହାବାତ୍ୟା ଏରସମା ପରି ଏକ ଗାଁକୁ ସତେ ଯେପରି ଗ୍ରାସ କରିଦେଇଥିଲା ।ତେବେ ଏହି

ଆଜି ବିଶ୍ୱ ଆର୍ଥରାଇଟ୍ସ ଦିବସ

ଆଜି ବିଶ୍ୱ ଆର୍ଥରାଇଟ୍ସ ଦିବସ । ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖରେ ବିଶ୍ୱ ଆର୍ଥରାଇଟ୍ସ ଦିବସ ପାଳନ କରାଯାଏ । ଦିନକୁ ଦିନ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଶିକାର ଲୋକଙ୍କୁ ଚାଲିବା, ଦୌଡିବା ଏବଂ ସିଡି ଚଢିବା ଆଦି କଷ୍ଟ ହୋଇଥାଏ । ତେଣୁ ଏନେଇ ଲୋକଙ୍କ

ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କିମ୍ବଦନ୍ତୀ ଗାୟକ, ସଙ୍ଗୀତଜ୍ଞ ତଥା ଶତାଧିକ ଓଡ଼ିଆ ଗଳ୍ପ, କବିତା, ଗୀତ, ଉପନ୍ୟାସର ଅନନ୍ୟ ସ୍ରଷ୍ଟା ଅକ୍ଷୟ ମହାନ୍ତିଙ୍କ ଆଜି ଜୟନ୍ତୀ । ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଜର ସମସାମୟିକ ସ୍ଥିତି ଓ ବାସ୍ତବ ଚରିତ୍ରକୁ ନେଇ ସଂଗୀତ ରଚନା ସହ