Odia News Portal
Browsing Tag

arrest

ଗୁରୁ ଦିବସରେ ବନ୍ଧାହେଲେ ନକଲି ଶିକ୍ଷକ

ଅନୁଗୁଳ: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ଲାଗି ଦିନଟିଏ । ଗୁରୁ ଯିଏ ଆମକୁ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ଏଭଳି ଏକ ପବିତ୍ର ଦିନରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ ୧୦ ବର୍ଷ ହେବ ଚାକିରୀ କରି ଆସୁଥିଲେ । ତେବେ ଖବର…

ବନ୍ଧାହେଲେ ଲୁଟେରା

ଭଦ୍ରକ: ହାଇୱେରୁ ଲୁଟୁଥିବା ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମିଲିଥିବା ସୂଚନା ଅନୁଯାୟୀ, ଚଳନ୍ତା ଟ୍ରକରୁ ଡ୍ରାଇଭରମାନଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ ଏହି ଲୁଟେରା । ଜାତୀୟ…

ପ୍ରେମିକାର ଭିଡିଓ ଭାଇରାଲ କରାଇବା ଅଭିଯୋଗରେ ପ୍ରେମିକ ଗିରଫ

ଗଞ୍ଜାମ: ନାବାଳିକାକୁ ପ୍ରେମ ଜାଲରେ ଫସାଇଲା । ଅପହରଣ କରି ନେଇ କିଛିଦିନ ପାଖରେ ରଖିଲା । ଶେଷରେ ଝିଅର ପରିବାର ଲୋକେ ଉଦ୍ଧାର କରିଥିଲେ । ଆଉ ଏବେ ପ୍ରେମିକାର କିଛି ଅଶ୍ଲୀଳ ଭିଡିଓ ଭାଇରାଲ କରାଇବା ଲାଗି ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ…

ପୂର୍ବତନ ଆଇପିଏସ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ୟୁପି ପୋଲିସ୍ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ବଳପୂର୍ବକ ଉଠାଇନେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବାଅଭିଯୋଗରେ ପୋଲିସ…

୩ କୋଟି ଠକେଇ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ଚୂନ ଲଗେଇ ଟଙ୍କା ଲୁଟିଥିଲେ, ବନ୍ଧାହେଲେ । ୩କୋଟିର ଠକେଇ ଅଭିଯୋଗରେ ୨ଗିରଫ। ଜଣେ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି ଓ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା। ଓଟିଡିସିରୁ ୩କୋଟିର ଫେକ୍ ୱାର୍କ ଅର୍ଡର ଦେଇ ଠକେଇ…

ବ୍ରହ୍ମପୁର ଟଙ୍କା ଲୁଟ୍ ଘଟଣାରେ ଡ୍ରାଇଭର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ଡ୍ରାଇଭର ରଚିଥିଲା ସାଙ୍ଘାତିକ ଷଡଯନ୍ତ୍ର । ଲୁଟ୍ କରିବା ଲାଗି କରିଥିଲା ଭିନୟ । ବଡବଜାର ଆସ୍କା ରୋଡ୍ ସ୍ଥିତ ଏକ ବ୍ୟାଙ୍କ୍ ସାମନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ର ପର୍ଦ୍ଦାଫାସ କରିଛି ପୋଲିସ । ଟଙ୍କା ଲୋଡିଂ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ହିଁ ଘଟଣାର…

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କିରାଣି ଗିରଫ

ପୁରୀ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ପୌରପାଳିକାର ଆଇସିଡିଏସ କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧.୭୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଜବତ ହୋଇଛି । ଆସନ୍ତା ୨୪ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତଙ୍କୁ ତାଙ୍କୁ ପଠାଯାଇଛି । ପୁରୀ ଜିଲ୍ଲା…

ଦୁଷ୍କର୍ମ ଅଭିଯୋଗରେ ଦୀପିକାଙ୍କ କୋ-ଷ୍ଟାର ଗିରଫ

ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋ-ଷ୍ଟାର। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହଲିଉଡର ପପ୍‌ ସିଙ୍ଗର କ୍ରିସ୍‌-ଓ୍ୱୁଙ୍କୁ ପୁଲିସ ଗିରଫ କରିଛି.. ସୂଚନା ମୁତାବକ କ୍ରିସ୍‌-ଓ୍ୱୁଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଜଣେ ପୀଡିତା…

ରେଲୱେ ମନ୍ତ୍ରୀଙ୍କ ନକଲି ପିଏ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ ଗୋପାଳ ଶତପଥୀ ଗିରଫ ଓ ଗିରଫ କଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ । ରେଲୱେ ଅଧିକାରୀଙ୍କ ବଦଳି, ଚାକିରୀ, ମେଡିକାଲ ଇକ୍ୟୁପମେଣ୍ଟ ଇତ୍ୟାଦି ଗୋଟିଏ ଚୁଟକୀରେ କରେଇଦେବାର ଲୋଭ ଦେଖାଇ ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ୪୨୦ ଠକ ।ଦିଲ୍ଲୀରେ ରହି…

୮ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଶାନ୍ତିମିଶ୍ର ହାତ୍ୟାକାଣ୍ଡର ଆଉ ଏକ ଅଭିଯୁକ୍ତ କଣା ସତ୍ୟ ଗିରଫ ହୋଇଥିବା ଘଟଣା । ଦୀର୍ଘ 8 ବର୍ଷ ପରେ ପୋଲିସକୁ ମିଳିଛି ବଡ ସଫଳତା ।ଲାଞ୍ଜିପଲୀ ଅଞ୍ଚଳର କୁଖ୍ୟାତ ଅପରାଧୀ ଶାନ୍ତିମିଶ୍ର ହତ୍ୟା ଘଟଣା ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚଲଣା ଗୋଶାଣୀନୁଆଗାଁ…