Odia News Portal
Browsing Tag

arrest

ଜାଣନ୍ତୁ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ଅଶ୍ଲୀଳ ଭିଡିଓ ବନାଉଥିବା ମାମଲାରେ ଜେଲରେ ଅଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଗିରଫ ହେବା ପରେ ଏବେ ଚର୍ଚ୍ଚା ଘନେଇବାରେ ଲାଗିଛି । ଦୀର୍ଘଦିନ ହେବ ଏହି ବ୍ୟବସାୟ କରୁଥିଲେ ସୁଦ୍ଧା କେମିତି କେହି ଜାଣିପାରୁନ ଥିଲେ ତାକୁ…

ବନ୍ଧାହେଲା ଧୋକାବାଜ ପ୍ରେମିକ

ଦେବଗଡ଼: ବିବାହ କରିବାର ମିଛ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲା ପ୍ରେମିକ । ଏପରିକି ଶାରିରୀକ ସମ୍ପର୍କ ରଖିବା ପରେ ଅଧା ବାଟରେ ଛାଡ଼ି ଚାଲିଯାଇଥିଲା । ଥାନାରେ ଅଭିଯୋଗ କରିବା ପରେ ଗିରଫ ହୋଇଛି ଧୋକାବାଜ ପ୍ରେମିକ । ରିଆମାଳ ଥାନା ତେଲିମୁଣ୍ଡା ଗାଁରୁ ଆସିଛି…

ଚିଟଫଣ୍ଡ ଠକେଇ ମାମଲାରେ ୨ ଗିରଫ

ଭୁବନେଶ୍ୱର: ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ୨ ଗିରଫ । ଗ୍ରୀନ୍ ଚିଟଫଣ୍ଡ ମାମଲାରେ ବାଲେଶ୍ୱର, ଜଳେଶ୍ୱରରୁ ୨ ଭାଇଙ୍କୁ ଗିରଫ କଲା ସିବିଆଇ । ମୁଖ୍ୟ ପରିଚାଳକର ଦୁଇଭାଇ ମୀର ଜମୀର ଓ ମୀର ସୈମତ ଗିରଫ । ଠକେଇ ମାମଲାରେ ଚଢ଼ାଉ କରିଥିଲା ସିବିଆଇର ୬ ଜଣିଆ ଟିମ୍ । ପୂର୍ବରୁ କମ୍ପାନୀ ମାଲିକ…

୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ୟୁପି ଏଟିଏସକୁ ମିଳିଛି ବଡ଼ ସଫଳତା। ରବିବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସଙ୍ଗଠନ ଅଲକାଏଦା ସହ ଜଡ଼ିତ ବୋଲି କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ…

ନାବାଳିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ବାପା ଏବଂ ସାବତ ମା’ ଗିରଫ

ଭୁବନେଶ୍ୱର: ବାଲିପାଟଣା ଥାନା ଅଂଚଳରେ ୭ ବର୍ଷର ଝିଅକୁ ନିର୍ଯାତନା ଘଟଣାରେ ନାବାଳିକାର ବାପା ଏବଂ ସାବତ ମା କୁ ଗିରଫ କରିଛି ପୋଲିସ । ବାଲିପାଟଣା ପୋଲିସ ଗିରଫ କରିଥିବା ନେଇ ଡିସିପି ସୂଚନା ପ୍ରଦାନ କରିଛନ୍ତି । ଉଭୟଙ୍କ ନାଁ ରେ ୩୦୭ ବଳି ସଂଗୀନ ଦଫା ମଧ୍ୟ ପୋଲିସ ଲଗାଇଛି । ମିଳିଥିବା…

ରସିକିଆ ବିଲଡର, ବିବାହ କରି ଯୁବତୀଙ୍କଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରସିକିଆ ବିଲଡର । ଝିଅଙ୍କୁ ଫସାଇ ବିବାହ କରୁଥିଲେ । ଆଉ ଡିମାଣ୍ଡରେ ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲେ । ଏପରିକି ଦାମୀ କାର ମଧ୍ୟ ଯୌତକୁରେ ପାଇଛନ୍ତି । ଗୋଟିଏ ପରେ ଗୋଟିଏ ଯୁବତୀଙ୍କୁ ଫସାଇ ଏଭଳି ରାସଲୀଳା ଚଳାଉଥିବା ବିଲଡରକୁ ଧରିଛି କମିଶନରେଟ୍ ପୋଲିସ । ଆଜି ଦୁଇଜଣ…

କରୋନା ଛଡ଼ାଇ ନେଲା ଜୀବିକା, ଦେହ ବେପାରରେ ଲିପ୍ତଥିବା ମା ଝିଅଙ୍କୁ ଗିରଫ କଲା ପୋଲିସ

ଅମୃତସର: କରୋନା ମହାମାରୀ ଅନେକଙ୍କ ଜୀକିକା ଛଡ଼ାଇ ନେଇଛି । ଲୋକେ କାମ ଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାମ ଧନ୍ଦା ନପାଇ ଶେଷରେ ଦେହ ବ୍ୟବସାୟ ଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ମା ଝିଅ । ପୋଲିସ ଖବର ପାଇବା ପରେ ଚଢ଼ାଉ କରି ସେମାନଙ୍କୁ କୋର୍ଟ ଚାଲାଣ…

ଗିରଫ ହେଲା ମଦୁଆ ସ୍ୱାମୀ, ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଦେଉଥିଲା ଧମକ

ଯାଜପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ । ଉଭୟ ଉଭୟଙ୍କ ଉପରେ ବିଶ୍ୱାସ ରହିଥାଏ । ତେବେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋକୁ ଭାଇରାଲ କରାଇବାକୁ ଧମକ ଦେଉଥିଲା ସ୍ୱାମୀ । ଶେଷରେ ଏନେଇ ଅଭିଯୋଗ କରିବା ପରେ ଗିରଫ ହୋଇଛି ମଦୁଆ ସ୍ୱାମୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା…

ଅସଦାଚରଣ ଅଭିଯୋଗରେ ଅଭିନେତା ପ୍ରଚୀନ ଚୌହ୍ୱାନ ଗିରଫ

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘କସୌଟି ଜିଦଗୀ କି’ର ଅଭିନେତା ପ୍ରାଚୀନ ଚୌହାନ ଶନିବାର ଗିରଫ ହୋଇଛନ୍ତି। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କୁରାର ପୁଲିସ ତାଙ୍କୁ ଗିରଫ କରିଛି। ପ୍ରାଚୀନ ‘କସୌଟି ଜିନ୍ଦଗୀ କି’ ବ୍ୟତୀତ ‘କୁଛ ଝୁକି ପଲକେଁ’, ‘ସିନ୍ଦୁର ତେରେ ନାମ କା’, ‘ସାତ…

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ କିନ୍ନର ଗିରଫ

ଭୁବନେଶ୍ୱର: ଲକଡାଉନରେ ଜମୁଛି ନିଶା କାରବାର । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଦୁଇଜଣ କିନ୍ନରଙ୍କୁ ଧରିଛି ଆରପିଏଫ । ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ହେବ । ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି ।…