Odia News Portal
Browsing Tag

arrest

ବିବାହିତା ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗରେ ଯୁବକ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ…

ବନ୍ଧାହେଲେ ରସିକିଆ ମାଷ୍ଟର, ଟ୍ୟୁସନ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଅଧ୍ୟାପକ

ବାଲେଶ୍ୱର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ଅନ୍ଧାରରୁ ଆଲୋକ ଦେଖାଉଥିବା ଗୁରୁ ଅନ୍ଧାରରେ କରୁଥିବା କଳାକାରନାମା ପଦାରେ ପଡ଼ିଯାଇଛି । ଟ୍ୟୁସନ କରାଇବା ବାହାନାରେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ…

ନକଲି ଔଷଧ ମାମଲା: ଶିବ ପ୍ରଶନ୍ନ ଜେନା ଗିରଫ

ଭୁବନେଶ୍ୱର: ନକଲି ମେଡିସିନ ମାମଲାରେ ଗିରଫ ହୋଇଛି ଶିବ ପ୍ରଶନ୍ନ ଜେନା । ମେଡିଲଏଡ ମେଡିକାଣ୍ଟ ସଂସ୍ଥାର ମାଲିକ ହେଉଛି ଶିବ ଜେନା । ଆଜି ତାକୁ ଗିରଫ କରିଛି ଏସଟିଏଫ ଟିମ୍ । ଗତକାଲି ଶିବଙ୍କ ପତ୍ନୀଙ୍କ ସହ ଆଉ ୩ଜଣଙ୍କୁ ଗିରଫ କରାଯାଇଥିଲା । ଶିବ ଫେରାର ଥିବା ବେଳେ ଆଜି ଗିରଫ କରିଛି…

ନକଲି ଔଷଧ ମାମଲାରେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍‌

କଟକ: ନକଲି ଔଷଧ ଜବତ । ୩ଜଣଙ୍କୁ ଗିରଫ କଲା ଏସଟିଏଫ । ତେବେ କମ୍ପାନୀ ମୁଖ୍ୟ ଶିବ ଜେନା ଫେରାର । ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ । ମୁମ୍ବାଇରେ ଏସଟିଏଫର ଏକ ଟିମ୍ ରହିଥିବା ସୂଚନା ମିଳିଛି । ହିମାଚଳର ଏକ କମ୍ପାନୀରୁ ମେଡିସିନ କିଣାଯାଉଥିବା ସୂଚନା ମିଳିଛି ।…

ସମ୍ପତ୍ତି ପାଇଁ ଶ୍ୱଶୂରଙ୍କୁ ହତ୍ୟା କଲା ଜ୍ୱାଇଁ

ଢ଼େଙ୍କାନାଳ: ସମ୍ପତି ଲୋଭରେ ପାଗଳ ହେଲା ଜ୍ୱାଇଁ । ଶେଷରେ ସମ୍ପର୍କ ନଦେଖି ଶ୍ୱଶୂରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଢ଼େଙ୍କାନାଳ ଜିଲ୍ଲା ପାତ୍ରଭାଗ ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୋଲିସ ଅଭିଯୁକ୍ତ ଜ୍ୱାଇଁ ଗିରିଷ ଦେହୁରୀକୁ ଗିରଫ କରିଛି ।…

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ । ପ୍ରତ୍ୟାଖାନ କରିବା ପରେ ବିଭିନ୍ନ ଧମକ ଦେଇଥିଲା ଦୁର୍ବୁତ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ପରେ ଫଟୋରେ ଅଶ୍ଳିଳତା ରଖି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତକୁ…

ଗିରଫ ହେଲା ମଦ ବେପାରୀ ଅଖାଡ଼ୁ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ଲକଡାଉନର ଫାଇଦା ଉଠାଇ ଚୋରା କାରବାର ବୃଦ୍ଧି ପାଇଚି । ମଦ ଚୋରା କାରବାର ଚଳାଇ ଆସୁଥିବା ବେପାରୀକୁ ସାବାଡ କରିବା ପାଇଁ ଏୟାରଫିଲଡ ପୋଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ଅପରାହ୍ନରେ ଜଟଣୀ ବ୍ଲକ ଏୟାରଫିଲଡ ଥାନା…

ଟଙ୍କା ନଦେଲେ ପ୍ରେମିକା ସହ ରଖିଥିବା ଶାରିରୀକ ସମ୍ପର୍କର ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଲା ପ୍ରେମିକ

କେନ୍ଦ୍ରାପଡ଼ା: ବେଇମାନ ପ୍ରେମିକ । ବିଶ୍ୱାସରେ ପ୍ରେମିକ ସହ ଶାରିକରୀକ ସମ୍ପର୍କ ରଖିଥିଲା ପ୍ରେମିକା । ହେଲେ ଧୋକାବାଜ ପ୍ରେମିକ ଅନ୍ତରଙ୍ଗ ମୂହୂର୍ତ୍ତ ଭିଡିଓ ଉଠାଇଥିଲା । ଆଉ ଟଙ୍କା ନଦେଲେ ଭାଇରାଲ କରାଇ ଦେବାକୁ ଧମକ ମଧ୍ୟ ଦେଇଥିଲା । ଶେଷରେ ପୋଲିସ ଟ୍ରାକ କରି ଅଭିଯୁକ୍ତ ଯୁବକକୁ ଗିରଫ…

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ୩ ଅଟକ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ତେବେ ଦୁଷ୍କର୍ମ କରିବା ସହ ଭିଡିଓ ଉଠାଇଲେ ନରପିଚାଶ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ପିଡିତାଙ୍କ ବାପା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଡିତ ୩ଜଣଙ୍କୁ ଅଟକ…

ବନ୍ଧାହେଲା ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ

କେନ୍ଦୁଝର: ଶାଳୀକୁ ହତ୍ୟା କରିବା ପରେ ଶାଶୁକୁ ଦୁଷ୍କର୍ମ କରି ଫେରାର ହୋଇଥିଲା ଅଭିଯୁକ୍ତ ଜ୍ୱାଇଁ । ଆଜି ପୋଲିସ ହାବୁଡ଼ରେ ଧରା ପଡିଛି ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ବଲାଣି ପୋଲିସ ଅଭିଯୁକ୍ତ ରୂପସିଂ ସିଦ୍ଧୁକୁ ଗିରଫ କରିଛି । ହତ୍ୟା କରି ଫେରାର ହେବାର ୫ଦିନ ପରେ ଆଜି କେନ୍ଦୁଝର…