Odia News Portal
Browsing Tag

aryan khan

ଏନସିବିରେ ହାଜର ହେଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି । ପୂର୍ବ ।ହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା । ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’…

ପୁଅ ଫେରିବା ଖୁସିରେ ଝଲସୁଛି ମନ୍ନତ

ମୁମ୍ବାଇ କୋର୍ଡିଲିଆ ଡ୍ରଗ୍ସ ମାମଲାରେ ବେଲ୍ ପାଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ୍ ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ପୁଅ ଫେରିବା ଖୁସୀରେ ସେଦିନ କାନ୍ଦି ପକାଇଥିଲେ ଶାହରୁଖ। ଆଉ ଆଜି ଦୀପାବଳି ପୂର୍ବରୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଂଙ୍କ ବିଳାସମୟ…

ଜେରା ପାଇଁ ହାଜର ହେଲେନି ଅନନ୍ୟା ପାଣ୍ଡେ

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତୃତୀୟ ଥର ପଚରା ଉଚରା ପାଇଁ ସୋମବାର ହାଜର ହେବାକୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବି ସମନ ପଠାଇଥିଲା। ହେଲେ ଅନନ୍ୟା ଅସୁସ୍ଥ ଥିବା ଦର୍ଶାଇ ଆଜି ଏନ୍‌ସିବିରେ ହାଜର ହୋଇନାହାନ୍ତି। ପଚରା ଉଚରା ପାଇଁ ସେ ଆଉ ଦୁଇଦିନ ସମୟ ମାଗିଛନ୍ତି। ଏନ୍‌ସିବି ଉପ…

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର…

ଖଣ୍ଡାଧାରରେ ୱାଙ୍ଖଡେଙ୍କ ପଦବୀ

ଆରୟନ ଖାନ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦ ଘନେଇଆସୁଛି । ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କୁ ଧମକ ଦେଇଥିବାବେଳେ ଏବେ ସାକ୍ଷୀର ବୟାନ ତାଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି…

ଆର୍ୟନଙ୍କ ବିଷୟରେ ଏମିତି କହିଲେ ଅନନ୍ୟା

ମୁମ୍ବାଇ: ସବୁଠି ଗୋଟିଏ ଚର୍ଚ୍ଚା । ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ପୁଅ ଆୟନଙ୍କ ଡ୍ରଗ୍ସ ମାମଲା । ତେବେ ଆୟନଙ୍କ ସହ ଏବେ ଅକଳରେ ପଡ଼ିଛନ୍ତି ଅନନ୍ୟା । ଏନସିବି ତାଙ୍କ ପଚରାଉଚରା କରୁଛି । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ…

ଆର୍ୟନ ଖାନଙ୍କ ଜାମିନ୍ ଖାରଜ୍

ମୁମ୍ବାଇ, ଅକ୍ଟୋବର : ପୁଣି ଜେଲ୍ ଯିବେ ଆରୟନ୍ ଖାନ୍ । ପୁଣି ଥରେ ଆରୟନ୍ ଖାନ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ । ଏହାସହିତ ଅର୍ବାଜ୍ ମର୍ଚ୍ଚାଣ୍ଟ ଓ ମୁନମୁନ ଧମିଚାଙ୍କ ବେଲ ଆବେଦନ ମଧ୍ୟ ଖାରଜ କରିଛନ୍ତି ମୁମ୍ବାଇ ସ୍ପେଶାଲ କୋର୍ଟ । ପୂର୍ବରୁ ଅକ୍ଟୋବର ୧୪ରେ ମଧ୍ୟ…

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ…

ଆର୍ୟନଙ୍କୁ ମିଳିଲାନି ଜାମିନ୍

ମୁମ୍ବାଇ: କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଜାମିନ୍ । ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ତିନି ଘଣ୍ଟା ଶୁଣାଣି ହୋଇଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେଣୁ ଜେଲ୍ରୁ…

ସତ ମାନିଲେ ଆର୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଶେଷରେ ସତ ମାନିଛନ୍ତି। ଏନ୍‌ସିବି ଆଗରେ ଚରସ ସେବନ କରୁଥିବା ନେଇ ସେ ନିଜେ ସ୍ବୀକାର କରିଛନ୍ତି। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ। ଏନେଇ ଏନ୍‌ସିବି ଏକ ରିପୋର୍ଟରେ ସ୍ପଷ୍ଟ…