Odia News Portal
Browsing Tag

balesore

ଚାନ୍ଦିପୁରରୁ ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍ରେ ଉତ୍କ୍ଷେପଣ କରାଯାଇଛି । ପରୀକ୍ଷା…

ବଜ୍ରପାତରେ ୩ ମୃତ

ଜଳେଶ୍ୱର: ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୩ ମହିଳାଙ୍କ ମୃତ୍ୟୁ ଘଟିଛି । ବସ୍ତା ଥାନା ମଥାନୀରେ ବିଲରେ କାମ କରିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ଶାସନ ଗାଁରେ ବଜ୍ରପାତ ଯୋଗୁଁ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଜଳେଶ୍ୱର ସୁଗୋରେ ବିଲରେ କାମ କରୁଥିବା ବେଳେ ଆଉ…

ଶାଳୀକୁ ବିବାହ ପ୍ରତିଶ୍ରୃତି ଦେଇ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଭିଣୋଇ

ବାଲେଶ୍ୱର: ବିଶ୍ୱାସରେ ବିଷ ଦେଲା ପ୍ରେମିକ । ସମ୍ପର୍କୀୟ ଶାଳୀକୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ନାବାଳିକା ଶାଳୀକୁ ଦୁଷ୍କର୍ମ କରିଛି ଭିଣୋଇ । ନିଜେ ଦୁଷ୍କର୍ମ କରିବା ସହ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଛି । ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭିଣୋଇ ଓ ସାଙ୍ଗକୁ ଗିରଫ କରିଛି ।…

ନଦୀରେ ବୁଡ଼ି ନାବାଳକ ନିଖୋଜ

ବାଲେଶ୍ୱର: ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି । ସୂଚନାମୁତାବକ, ଆଜି ଶ୍ରାବଣ…

ପେପର ମିଲରେ ପଶି ୪ଜଣଙ୍କୁ ହାଣିଲା ଦୁର୍ବୃତ୍ତ

ବାଲେଶ୍ୱର: ପେପର ମିଲରେ ପଶି ହାଣିଲା ଯୁବକ। ୪ ଜଣ କର୍ମଚାରୀଙ୍କୁ ହାଣିଲା ଯୁବକ। ନିଲମ୍ବିତ କର୍ମଚାରୀଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ରେମୁଣା ଥାନା ଅନ୍ତର୍ଗତ ପେପର ମିଲରେ ନିଲମ୍ବିତ କର୍ମଚାରୀଙ୍କ ଉନ୍ମକ୍ତ କାଣ୍ଡ। ପେପର ମିଲ୍ ଭିତରେ ପଶି ୪ ଜଣଙ୍କୁ…

ବନ୍ଧାହେଲେ ରସିକିଆ ମାଷ୍ଟର, ଟ୍ୟୁସନ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଅଧ୍ୟାପକ

ବାଲେଶ୍ୱର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ଅନ୍ଧାରରୁ ଆଲୋକ ଦେଖାଉଥିବା ଗୁରୁ ଅନ୍ଧାରରେ କରୁଥିବା କଳାକାରନାମା ପଦାରେ ପଡ଼ିଯାଇଛି । ଟ୍ୟୁସନ କରାଇବା ବାହାନାରେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ…

ନିର୍ଭୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ଏହା ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡ଼ ନେଇପାରିବ ଓ…

୨ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨କେଜି ୧୨ ଗ୍ରାମର ବ୍ରାଉନସୁଗାର ଜବତ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨ କୋଟି ହେବ ବୋଲି ଅନୁମାନ କରାଯାଉଛି । ବ୍ରାଉନସୁଗାର ସହ ଜଣକୁ ଗିରଫ କରିଛି ଏସଟିଏଫ । ଏନେଇ ସୂଚନା ଦେଲେ ପୋଲିସ ଡିଜି…

ଲଭ୍‌- ସେକ୍ସ ପରେ ଧୋକା ଦେଲା ପ୍ରେମିକ, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ପୁଣି ପ୍ରେମ ଶବ୍ଧରେ ଲାଗିଲା କଳଙ୍କର ଛିଟା । ଲଭ-ସେକ୍ସ ପରେ ଧୋକା ଦେଲା ପ୍ରେମିକ । ଏପରିକି ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିବା ବେଳେ ଭାଙ୍ଗି ଦେଇଛନ୍ତି ବେଇମାନ ପ୍ରେମିକ । ଶେଷରେ ପରିବାର ଲୋକଙ୍କ ଗାଳି ସହି ନପାରି ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ ।…

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ…