Odia News Portal
Browsing Tag

balesore

ବାତ୍ୟା ପ୍ରପିଡ଼ିତଙ୍କୁ ମିଳିନି ସହାୟତା

ଔପଦା: ଦୁଃଖ ଦେଇଗଲା ବତ୍ୟା । ବର୍ଷକର ଦାନା ଭସାଇ ନେଲା । ରହୁଥିବା ଘରର କାନ୍ଥ ଭାଙ୍ଗିଦେଲା । ହେଲେ ସରକାରୀ ସହାୟତାରୁ ବଂଚିତ େଓøପଦା ବ୍ଲକ ଜାନିକାପାଳା ଗାଁର ବାଚ୍ଛାନିଧୀ । ୟାଶ ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଆଜି ଯାଏ ତାଙ୍କୁ ପଲିଥିନ ଖଣ୍ଡେ ମିଳିନଥିବା ସେ ଅଭିଯୋଗ…

ଗେମ୍ ଖେଳିବାକୁ ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ, ନଦେବାରୁ ଆତ୍ମହତ୍ୟା କଲା ନାବାଳକ

ବାଲେଶ୍ୱର: ଗେମ୍ ଖେଳିବା ଲାଗି ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ । ବାପା ମୋବାଇଲ ନଦେବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନାବାଳକ । ବାଲେଶ୍ୱର ଜିଲ୍ଲା ବାହାନଗା ଥାନା କୁରୁଡ଼ା ଗାଁରୁ ଆସିଛି ଏଭଳି ଚିତ୍ର । ପରିବାର ଲୋକେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋର ମେଡିକାଲରେ…

ଗାଁକୁ ନାହିଁ ପକ୍କା ରାସ୍ତା, ନେତା ମନ୍ତ୍ରୀ କେହି ଶୁଣୁନାହାଁନ୍ତି

ବାଲେଶ୍ୱର: ଆଜି ଯାଏ ଗାଁରେ ହୋଇପାରୁନାହିଁ ରାସ୍ତାକାମ । ବାଲେଶ୍ୱର ଜିଲ୍ଲା େଓøପଦାର ଏଭଳି ଦୃଶ୍ୟ । ଟିକେ ବର୍ଷା ହେଲେ ବି, ଏହି ଖାଲଖମା ରାସ୍ତା କାଦୁଅରେ ଭରିଯାଏ । । ଯାହା ଫଳରେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ଏଠାରେ ଗାଡି ତ ଦୂରର କଥା,…

ବିପୁଳ ବିଦେଶୀ ମଦ ଜବତ

ନୀଳଗିରି: ଲକଡାଉନରେ ମାତିଛନ୍ତି ମଦମାଫିଆ । ଅନଲାଇନରେ ମଦ ମକ୍ଟଳରଥିଲେ ସୁଦ୍ଧା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଚୋରା ମଦ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଢ଼ାଦରରେ ମଦ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଚୋରା ମଦ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି…

ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ

ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ…

ବାତ୍ୟା ପ୍ରଭାବିତଙ୍କୁ ସହଯୋଗର ହାତ ବଢ଼ାଇଲା ‘ଦି ହ୍ୟୁମାନିଟି ଏକ୍ସପ୍ରେସ୍ ଫାଉଣ୍ଡେସନ’

ବାଲେଶ୍ୱର: ଚାଲିଯାଇଛି ବାତ୍ୟା ୟାଶ୍ । ହେଲେ ଛାଡ଼ି ଚାଲିଯାଇଛି ଚିହ୍ନ । ଲୋକେ ଘରଦ୍ୱାର ହରାଇବା ସହ ବହୁ ସମ୍ପତି ହରାଇଛନ୍ତି । ତେବେ ଏଭଳିସ୍ଥଳରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ‘ଦି ହ୍ୟୁମାନିଟି ଏକ୍ସପ୍ରେସ୍ ଫାଉଣ୍ଡେସନ’ । ବାଲେଶ୍ୱର ସଦର ପାରିକ ପଞ୍ଚାୟତର ଗୋକୁଳଳପୁର ବତିଶିମାଣିଆର…

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ବାଲେଶ୍ୱର: ଲକ୍‌ଡାଉନରେ ଚାଲିଛି ଲୁଟେରାଙ୍କ ରାଜ୍ । ଭୁବନେଶ୍ୱରରୁ ଆରମ୍ଭ କରି ବାଲେଶ୍ୱର ସବୁଠି ଦେଖୁିବାକୁ ମିଳୁଛି ଲୁଟେରାଙ୍କ ଲୁଟ୍‌ପାତ । ଲକ୍‌ଡାଉନରେ ରୋଜଗାର ନଥିବାରୁ ଲୁଟ୍ ଅଧ୍ଚଳ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର…

ଗାଁ ଦାଣ୍ଡରେ ଖୁଲମଖୁଲ୍ଲା ଗୁଣ୍ଡାରାଜ

ବାଲେଶ୍ୱର: ଗାଁ ଦାଣ୍ଡରେ ଚାଲିଛି ଖୁଲମଖୁଲ୍ଲା ଗୁଣ୍ଡାରାଜ । ବାଇକରେ ଆସି ଗାଁ ଭିତରେ ଦୁଇ ଯୁବକ ଦେଖାଇଲେ ବନ୍ଧୁକ । ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ଘଟିଛି କିଛି ଏଭଳି କିଛି ଘଟଣା। ଗତ ୧୯ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…