Odia News Portal
Browsing Tag

balesore

ବଜାର ଭିତରେ ଆତଙ୍କ ରଚିଲା ବଣୁଆ ହାତୀ

ଗାଁ ଭିତରେ ପଶିଲା ଦନ୍ତା । ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ପଞ୍ଚାୟତ କୁଆଳହାତୀ ଓ ଚାନ୍ଦ କୁନ୍ଦିଆ ଗ୍ରାମରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକମାନେ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ…

ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଅଭିଯୋଗ

ନାବାଳିକାଙ୍କୁ ନାବାଳକଙ୍କ ଦୁଷ୍କର୍ମ । ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଦଶମ ଶ୍ରେଣୀ ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ନଦିଗାଁ ଅଞ୍ଚଳର ଜଣେ ନାବାଳିକା…

DRDO ଗୁପ୍ତଚରୀ, ଦୁବାଇରୁ ଆସୁଥିଲା ପୁଳା ପୁଳା ଟଙ୍କା

ବାଲେଶ୍ୱର:ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା । ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ହୋଇଛି । ଅଭିଯୁକ୍ତଙ୍କୁ ଜେରା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା…

ପାଣିଘେରରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ବାଲେଶ୍ୱର ବିଧାୟକ

ବାଲେଶ୍ୱର: ବିଧାୟକଙ୍କ ବଡ଼ ପଣ । ଲୋକ ପ୍ରତିନିଧି ହେବ ତ ଏମିତି । ଦରଦୀବନ୍ଧୁ ସାଜିଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ । ପାଣିଘେରରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲେରେ ଭର୍ତ୍ତି କରିଛନ୍ତି ବିଧାୟକ । ଠିକ୍ ସମୟରେ ଉଦ୍ଧାର କରି ମେଡିକାଲ ନେଇଥିବାରୁ…

ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଲା ସ୍ପେଶାଲ ସ୍କ୍ୱାର୍ଡ

ବାଲେଶ୍ୱର: ଆସିଥିଲା ଡାଟା ଲିକ୍ କରିଥିବା ଅଭିଯୋଗ । ଉଠାଇ ନେଲା ସ୍ପେଶାଲ ସ୍କ୍ୱାର୍ଡ । ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇଛି ସ୍ପେଶାଲ ସ୍କାର୍ଡ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ ଅଟକ ରଖିଛି । ଆଜି ସକାଳେ ଡିଆରଡିଓ ଗେଟ ସମ୍ମୁଖରୁ ଉଠାଇ ଆଣିଥିବା ସୂଚନା…

ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ, ବୁଢ଼ିଗଲେ

ବାଲେଶ୍ୱର: ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ନଦୀରେ ଭାସିଗଲେ ଛାତ୍ର । ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟିରେ ଘଟିଛି ଏଭଳି ଅଘଟଣ । ନିଖୋଜ ଛାତ୍ର ଜଣକ ହେଲେ ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ(୧୬)। …

ଏସିଏଫ ସୌମ୍ୟଙ୍କୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୁଇମାସ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଆତ୍ମହତ୍ୟା ନାଁ ହତ୍ୟା ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ । ତେବେ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ସମ୍ପୃକ୍ତିକୁ ନେଇ ଲାଗି ରହିଛି ଚର୍ଚ୍ଚା ।…

ପୁଣି ଜେଲରେ କଏଦୀ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରରେ କଏଦୀ ମୃତଦେହ ଉଦ୍ଧାର ହୋଇଛି। ମୃତ କଏଦୀଙ୍କ ପରିବାର ଲୋକେ ହତ୍ୟା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜଣେ କଏଦୀର ସୋର ଉପକାରାଗାର ଭିତରେ ମୃତ୍ୟୁ ହୋଇଯାଇଛି। ଜେଲ କର୍ତ୍ତୃପକ୍ଷ ତାଙ୍କୁ…

ଏସିଏଫ ସୌମ୍ୟଙ୍କ ପରିବାରକୁ ୩ ଘଣ୍ଟା ଜେରା

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ରାଉଣ୍ଡ ମାରାଥନ୍ ଜେରା । DSP ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ପ୍ରଥମେ…

୨ କିଲୋ ୪ ଶହ ଗ୍ରାମର ଧଳା ଜହର ଜବତ

ବାଲେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଏସଟିଏଫ ଟିମ୍ ଚଢଉ କରିଛି । ୨ କିଲୋ ୪ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏଟିଏଫ ଟିମ୍ । ୨ଟି ବାଇକ ବି ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ତିନି…