Odia News Portal
Browsing Tag

Berhampur

୧୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁର: ଅର୍ଦ୍ଧନିର୍ମାଣ ଘରୁ ଜବତ ହୋଇଛି । ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ ନିକଟ ଏକ ଅର୍ଦ୍ଧନିର୍ମାଣ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ରାଇପଙ୍କା ଓ ଅଡ଼ବା ଅଂଚଳର ଦୁଇ ଯୁବକ ଗଞ୍ଜେଇ ବେପାର କରୁଥିବା ଖବରପାଇ ଚଢଉ ହୋଇଥିଲା । ଜଣେ ଘଟଣାସ୍ଥଳରୁ ଫେରାର…

ବ୍ରହ୍ମପୁରରେ ପାଞ୍ଚ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁରରେ ସୋମବାର ବିଳମ୍ବିତ ରାତିରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ କରାଯାଇଥିବା ବେଳେ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ କରିଛି ପୋଲିସ । ପାଞ୍ଚ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଗାଡି ଚାଳକ । ଗଜପତି ଜିଲ୍ଲାରୁ ବିହାର…

ବିବାଦର ହଉନି ଅନ୍ତ ଶାଶୁଘରେ ଆଗରେ ରୋଷେଇ କଲେ ତପସ୍ୱିନୀ

ବ୍ରହ୍ମପୁର: ଶାଶୂଘର ଆଗରେ ଜାରି ରହିଛି ତପସ୍ୱିନୀଙ୍କ ପ୍ରତିବାଦ। ଶୀତ କାକରରେ ଘର ଆଗରେ ଧାରଣା ଦେବା ସହ ସେଇଠି ରାତିରେ ରହୁଛନ୍ତି ତପସ୍ୱିନୀ। ଆଜିଠାରୁ ଶାଶୁ ଘର ଆଗରେ ରୋଷେଇ ଆରମ୍ଭ କରିଛନ୍ତି। ତେବେ ସ୍ୱାମୀ ସୁମିତ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତପସ୍ୱିନୀ। …

ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଲେ ଦିଲ୍ଲୀପ

ବ୍ରହ୍ମପୁର: ବ୍ରହ୍ମପୁର ମାଟି ପାଇଁ ପୁଣି ଏକ ନୂତନ ସମ୍ଭାବନା ସହ ଏକ ଗୌରବମୟ ଫର୍ଦ୍ଧରେ ନିଜର ନାମକୁ ଲେଖାଇଲେ ଦିଲ୍ଲୀପ। ଦିଲ୍ଲୀପ ମହାରଣା ପିତା ଭଗବାନ ମହାରଣା ପେସାରେ ଜଣେ ବଢ଼େଇ | ବାପାଙ୍କର କାମକୁ ଦେଖି ଦେଖି ଦିଲ୍ଲୀପ ଆରମ୍ଭ କରିଥିଲେ ସୂକ୍ଷ୍ମ କଳା କରିଗରୀର କାମ । ତେବେ…

ବ୍ରହ୍ମପୁରରେ ଭେଜାଲ ସାମଗ୍ରୀ

ବ୍ରହ୍ମପୁର: କଟକ, ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ବ୍ରହ୍ମପୁରରେ ଜବତ ହୋଇଛି ଭେଜାଲ ସାମଗ୍ରୀ । ବ୍ରହ୍ମପୁର ବଡ଼ବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୁଆଗାଁ ପୋଲିସର ଚଢାଉ । ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି ।ଏହାସହ କାରଖାନାର ନକଲି ସାମଗ୍ରୀ…

ଓଲଟିଲା ପୋଲିସ ଭ୍ୟାନ୍, ୫ ଆହତ

ବ୍ରହ୍ମପୁର: ଓଲଟି ପଡ଼ିଲା ପୋଲିସ ଗାଡି | ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ୧୬ ନମ୍ବର ରାଜପଥ ଉପରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଉଠାଇବା ପାଇଁ ରସି ଆଣିବା ପାଇ ଯାଉଥିବା ପୋଲିସ ଗାଡି ଓଲଟି ୫ ଜଣ…