Odia News Portal
Browsing Tag

CM naveen pattnaik

ପବିତ୍ର ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଛଟ୍ ପୂଜା । ସୂର୍ଯ୍ୟ ପୂଜାର ପର୍ବ । ଛଟ୍ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଗବାନ ସୂର୍ଯ୍ୟ ସବୁ ପ୍ରତିବନ୍ଧକ ଓ ବାଧାବିଘ୍ନ ଦୂର କରି ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ…

ରଥଯାତ୍ରା ଅବସରରେ ଓଡ଼ିଶାବାସୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ରଥଯାତ୍ରା ଜାରି ରହିଛି । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ କରି ନବୀନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି…

ବିଶ୍ୱ ଡାକ୍ତର ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଡାକ୍ତର ଦିବସ । ଏହି ଅବସରରେ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱଟର ପେଜରେ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି କି, ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ…

ଉପେନ୍ଦ୍ର କୁମାର ପାହାଡସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରତିଷ୍ଠ ରେଡିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଗତକାଲି ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁ ଗମ୍ଭୀର ସ୍ୱର ଲାଗି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉପେନ୍ଦ୍ର । ନିଜ ଟ୍ବିଟରେ ମୁଖ୍ୟମନ୍ତ୍ରୀ…

ଦେବଗଡ଼ରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ନବୀନ

ଭୁବନେଶ୍ୱର:କୋଭିଡ ମୁକାବିଲାରେ ସବୁବେଳେ ଆଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲାରେ ହସ୍ପିଟାଲର ଉଦଘାଟନ କରିବା ସହ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଦୁଗ୍ଧ ଚାଷୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ଲାଗି ସମସ୍ତଙ୍କ ବେପାର ମାନ୍ଦା ହୋଇଛି । ତେବେ ଏଭଳି ସ୍ଥଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗର ଲୋକଙ୍କ ଲାଗି ସହାୟତା ରାଶି ଘୋଷଣା କରୁଛନ୍ତି । ଏହାରି ଭିତରେ ଅନେକ ବର୍ଗର ଲୋକ ତଥା ଚାଷୀ, ଉଠା ଦୋକାନୀ ଓ ନିର୍ମାଣ ଶ୍ରମିକଙ୍କ ଲାଗି ସହାୟତା ରାଶି…

ସ୍ନାନ ପୂର୍ଣ୍ଣିମାରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରାର ଆଦ୍ୟପର୍ବ ଭାବେ ଆଜିର ଦିନକୁ ମାନାଯାଏ । ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ଜଳରେ କରିବେ ସ୍ନାନ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା…

ଟିକାକରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଧୀରେ ଧୀରେ ସଫଳ ହେଉଛି ଟୀକାକରଣ । ଆଜ୍ଞା ହଁ ରାଜ୍ୟରେ ଗୋଟେଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟୀକାକରଣ କରାଯାଇଛି । ସେଥିପାଇଁ ଏହି ଉତ୍ସର୍ଗୀକୃ କାର୍ଯ୍ୟ ଯୋଗୁଁ ଟୀକାକରଣରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ…

ତପୁ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଘରେ ଘରେ ପରିଚିତ କୋକିଳକଣ୍ଠି ତପୁମିଶ୍ରଙ୍କ ଶନିବାର ରାତିରେ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ବିଜୁଳି ମାର୍ଗରେ ପ୍ରଚାର ହୋଇଥିଲା । ତେବେ ତପୁଙ୍କ ଦେହାନ୍ତ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ଘୋଷଣା

ଭୁବନେଶ୍ୱର: ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆରମ୍ଭ ହେଲା ଆଶିର୍ବାଦ ଯୋଜନା । ବାପା ମାଙ୍କୁ ହରାଇଥିବା ପିଲାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଛନ୍ତି । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ମଧ୍ୟ ଏହି ଯୋଜନାରେ…