Odia News Portal
Browsing Tag

cold wave

ରାଜ୍ୟରେ ହାଡଭଙ୍ଗା ଶୀତ

ଥଣ୍ଡାରେ ଥରୁଛି ସାରା ଓଡିଶା । ରାତିରେ ଖସୁଛି ପାରଦ । ରେକର୍ଡରୁ ସ୍ପଷ୍ଟ କରାଯାଇଛି ଯେ ୧୫ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସବୁଠୁ ଥଣ୍ଡାର ସହର ପାଲିଟିଛି ଫୁଲବାଣୀ । ୫ ଡିଗ୍ରୀ ତଳେ ରହୁଛି ତାପମତ୍ରା । ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ ତୁଷାରପାତ ହୋଇଛି ।…

ଖସୁଛି ପାରଦ ବଢୁଛି ଜାଡ

ସାରା ଓଡିଶାକୁ ଥରାଉଛି ଶୀତ । ଦିନରେ ଘରୁ ବାହାରିବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଲାଣି । ଗତ କିଛିଦିନ ହେଲା ଶୀତର ପ୍ରକୋପ ଏତେ ବଢିବାରେ ଲାଗିଛି, ପାରଦ ତଳମୁହାଁ ହୋଇ ରାଜ୍ୟର ୧୯ ଜିଲାରେ ୧୦ ଡିଗ୍ରୀ ସେଲ୍ସିୟସକୁ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା।

ରାଜ୍ୟରେ ଶୀତର ଲହରୀ ଜାରୀ,ଆହୁରି ୪ ଦିନ ଥରାଇବ ଶୀତ

ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ…

ଜାଡ଼ରେ ଥରୁଛି ସାରା ଓଡ଼ିଶା

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜା଼ଡ଼ରେ ଥରୁଛି ସାରା ଓଡ଼ିଶା। ୧୨ଡିଗ୍ରୀ ସେଲ୍ସିୟସ ତଳେ ୧୨ଟି ସହରର ତାପମାତ୍ରା ରହିଛି। ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ପାଲଟିଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତିର…

ଆସନ୍ତା ୪-୫ ଦିନ ବଢିବ ଶୀତର ପ୍ରକୋପ

ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଦିଳ୍ଲୀରେ ଖସିଲା ପାରଦ ।

ଦିଲ୍ଲୀରେ ସବୁଠୁ କମ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ତ୍ତମାନ ଠାରୁ ଆଜି ଯାଏଁ ସବୁଠୁ କମ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏହା ଏବେର ସବୁଠୁ ରେକର୍ଡ ଭାଙ୍ଗିଥିବା ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗର ସୂଚନା ହିସାବରେ ଏହି ତାପମାତ୍ରା ଆଜି ରେକର୍ଡ…

ରାଜ୍ୟରେ ବଢିବ ଶୀତର ପ୍ରକୋପ

ଡିସେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପାରଦ ତଳମୁହାଁ ହେବା ସହ ପାଖାପାଖି ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ଖସିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ସ୍ଥିତି ଏଭଳି ରହିବ। ପରବର୍ତ୍ତୀ ୩…