Odia News Portal
Browsing Tag

cold wave

ରାଜ୍ୟରେ ପୁଣି ବଢିବ ଶୀତ

କମିଲା ପଶ୍ଚିମା ଝଡର ପ୍ରଭାବ । ଏବେ ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା । ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ମଧ୍ୟ ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତଳକୁ ଖସିବ। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ଶୀତ ଅନୁଭୂତ ହେବ ବୋଲି…

୩ ରୁ ବର୍ଷାରେ ଭିଜିବ ଓଡିଶା,ପୁଣି ବଢିବ ଜାଡ

ଏବେ ରାଜ୍ୟରେ କମିଛି ଶୀତ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବଙ୍ଗୋପସାଗର ମଧ୍ୟରୁ ପ୍ରବାହିତ ଉଷ୍ଣ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବା ସହ ଶୀତ କମିଛି। ଏପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩…

ରାଜ୍ୟରେ ପୁଣି ବଢିଲା ଶୀତ ଥରିଲା ଓଡିଶା

ରାଜ୍ୟରେ ବଢିଲା ଜାଡ, ଥରିଲା ଓଡିଶା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଓଡିଶା ର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଏବଂ ଫୁଲବାଣୀ ସବୁଠାରୁ ଥଣ୍ଡା ସହର। ଏହି ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି।…

କାଲିଠାରୁ ବଢିବ ଜାଡ,ଥରିବ ଓଡିଶା

କାଲିଠୁ ବଢିବ ଶୀତ ଶୀତ ଲହରୀ । ଥରିବ ଓଡ଼ିଶା । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ…

ଆଜିଠୁ ଲେଉଟିବ ଶୀତ

ଆଜିଠୁ ପୁଣି ଫେରିବ ଶୀତ । କିଛି ଦିନ ଧରି ଲାଗିରହିଥିବା ବର୍ଷା କମିବା ସହ ଆଜି ପାଗରେ ପରିବର୍ତ୍ତନ ଆସିବ । ଆଜି ସକାଳ ସାଢେ ଆଠଟା ପର୍ୟ୍ୟନ୍ତ ବର୍ଷା ହେବା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର…

୨ ଦିନ ଧରି ପ୍ରବଳ ଶୀତର ସମ୍ଭାବନା

ଖସୁଛି ପାରଦ ବଢୁଛି ଜାଡ ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ପାଣିପାଗ ବଭାଗ ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରିଛି। ରାତିର…

ରାଜ୍ୟକୁ ଫେରିବ ଶୀତ

ଦିନକ ପରେ ରାଜ୍ୟକୁ ଫେରିବ ଶୀତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ତାରିଖରେ ଶୀତଲହରୀ ପାଇଁ ୫ଟି ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ…

ରାଜ୍ୟରେ କମୁଛି ଶୀତର ଳହରୀ

ଏବେ ରାଜ୍ୟରେ ଶୀତର ଲହରୀ କମି କମି ଯାଉଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ…

ଧୀରେ ଧୀରେ କମୁଛି ଶୀତର ଲହରୀ

ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ…

୧୦ ଡିଗ୍ରୀ ତଳେ ୧୧ ଟି ସ୍ଥାନର ତାପମାତ୍ରା

ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି ବୋଲି ଜଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଫୁଲବାଣୀ ସବୁଠୁ ଥଣ୍ଡା ସହର । ଏଠାକାର ତାପମାତ୍ର ଥିଲା ୬.୫ ଡିଗ୍ରି ସେଲସିଅସ୍। କଟକରେ ୧୧.୬ ଓ ଭୁବନେଶ୍ୱରରେ ୧୨.୪ ଡିଗ୍ରି ସେଲସିଅସ୍…