Odia News Portal
Browsing Tag

crime news odisha

ଶରଣକୁଳରେ ସଡ଼କ ଦୁର୍ଘଟଣା, ୩ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।ମିଳିଥିବା ଖବର ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ମନୁ ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ଗୋଟିଏ

୩୧ ସୁଦ୍ଧା କିଣାଯିବ ପଞ୍ଜିକୃତ ଚାଷୀଙ୍କ ଧାନ: ମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ୬ ଦିନ ଧରି ଗୃହରେ ଅଚଳ ଅବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି |ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଏବେ ବି

କଟକରେ କରୋନା ଆତଙ୍କ: ଦୁଇ ଦିନରେ୨୫ ସଂକ୍ରମିତ ଚିହ୍ନଟ

କଟକ: କଟକ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ ।ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।