ଲାଞ୍ଚ ନେଉଥିଲେ, ଧରା ପଡ଼ିଲେ
ନୂଆପଡ଼ା: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍ଙ୍କଠାରୁ!-->…