Odia News Portal
Browsing Tag

crime

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଥମିବାର ନାଁ ଧରୁନି ଲଜ୍ଜା । ପୁଣି ଜଣେ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର । ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନରରାକ୍ଷସ । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ପିଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ…

ରେଳ ଧାରଣା ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ…

ଖାଇବାରେ ବିଷ ଦେଇ ୫ କୁକୁରଙ୍କୁ ହତ୍ୟା

କୋଲକାତା: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର କୋଲକାତାରେ ଥିବା ଶୋଭାବଜାର ଅଞ୍ଚଳରୁ ଏକକାଳୀନ ୫ଟି କୁକୁର ଛୁଆଙ୍କ ମୃତଦେହ ମିଳିଛି। କୁକୁରମାନଙ୍କ ଖାଇବାରେ ବିଷ ଗୋଳାଇ ଦିଆଯାଇଥିଲା। ଫଳରେ ଏହାକୁ ଖାଇ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି। କୋଲକାତା:…

ଶିଶୁଙ୍କୁ ଯୌନ ଶୋଷଣା ମାମଲାରେ ସୁରେନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର : ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ହେଲେ ଗିରଫ। ଢେଙ୍କାନାଳ ଜୁବୁଲି ଟାଉନ ଘରୁ ତାଙ୍କୁ ଗିରଫ କରିଛି ସିବିଆଇ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସୁରେନ୍ଦ୍ର ନାୟକକୁ ହାଜର କରାଯାଇଛି । ଢେଙ୍କାନାଳର ଏକ ପ୍ରଡକ୍ସନ ହାଉସରେ…

ଶିଶୁଙ୍କୁ ଅନଲାଇନରେ ଯୌନ ଶୋଷଣ ଅଭିଯୋଗ, ବିଭିନ୍ନ ରାଜ୍ୟରେ ସିବିଆଇ ରେଡ୍

ଭୁବନେଶ୍ୱର : ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଅଭିଯୋଗରେ ମାମଲା ଦାୟର । ଦେଶର ବିଭିନ୍ନ ସ୍ଥାନରେ ଅନଲାଇନ ମାଧ୍ୟମରେ ଯୌନ ଶିକାର ହେଉଛନ୍ତି ଶିଶୁ । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚାଲିଛି ସିବିଆଇର ତଦନ୍ତ । ଏଥିସହ ଓଡ଼ିଶାରେ ମଧ୍ୟ ସିବିଆଇ…

ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇଲେ ମଦୁଆ ଅଫିସର

ବରଗଡ଼: ମଦୁଅ ଅଫିସରଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଭୁଲିଗଲେ ହିତାହିତ ଜ୍ଞାନ । ମହିଳାଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ବିଡିଓଙ୍କୁ ଅଭିଯୋଗ ଜଣାଇବା ଲାଗି ଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ୬ ଘଣ୍ଟା ଧରି ଗୋଟିଏ ଘରେ ବନ୍ଦ ରଖିଥିଲେ…

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍

ବାରିପଦା : ବର୍ତ୍ତମାନ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ । ବନ୍ଧୁକ ଦେଖାଇ ଲୁଟ୍ କରୁଛନ୍ତି ଲୁଟେରା । ବାରିପଦା ସଦରଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ୍ ପମ୍ପରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ୍ ପମ୍ପରୁ ଗତ ରାତିରେ…

ବୋହୁକୁ ମାରିଲା ଶାଶୁ

ଯାଜପୁର: ବୋହୂର ଜୀବନ ନେଲା ଶାଶୁ । ପାରିବାରିକ କଳହର କରୁଣ ପରିଣତି । ବୋହୁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ଶାଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଶ୍ରୀରାମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶାନ୍ତିଲତା ପରିଡ଼ାଙ୍କୁ ତାଙ୍କୁ ଶାଶୁ ମାରି ଦେଇଥିବା ଅଭିଯୋଗ ହୋଇଛି ।…

ହାତୀ ଦାନ୍ତ ଜବତ

ପଦ୍ମପୁର: ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ ହୋଇଛି । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକଠାରେ, ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉକ୍ତ…

ନାବାଳିକାଙ୍କୁ ୪ ଜଣ ମିଶି ବାଇଗଣ ବାଡ଼ିରେ…

ବଲାଙ୍ଗୀର: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଚେତୁ ନାହାନ୍ତି । ସାମାନ୍ୟ ଦେହର ସୁଖ ଲାଗି ମଣିଷରୁ ପାଲଟି ଯାଉଛନ୍ତି ପଶୁ । କିଛି କ୍ଷଣର ସୁଖ ଲାଗି ଦେଖୁ ନାହାନ୍ତି ବୟସର ତାରତମ୍ୟ । ଦୁଷ୍କର୍ମକାରୀଙ୍କ ଲୋଲୁପ ଦୃଷ୍ଟିରୁ…