ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ
ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ!-->…