Odia News Portal
Browsing Tag

drugs case

ଜେଲରୁ ବାହାରିଲେ ଆର୍ୟନ

ମୁମ୍ବାଇ: ଶେଷରେ ଜେଲରୁ ମୁକୁଳିଛନ୍ତି ଆର୍ୟନ ଖାନ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଥିଲେ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ଜେଲ ଆଗରେ ଲୋକଙ୍କ ଗହଳି…

ଜାଣନ୍ତୁ ଆର୍ୟନଙ୍କ ଜାମିନ୍ ପଛରେ କଣ ରହିଛି ସର୍ତ୍ତ

ମୁମ୍ବାଇ : ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଜାହାଜରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଆରୟନ୍ ଖାନଙ୍କୁ ୨୫ ଦିନ ପରେ ହାଇକୋର୍ଟରୁ ଜାମିନ ମିଳିଛି । କୋର୍ଟରେ ତାଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଆରୟନ୍…

ପୂରଣ ହେଲା ମନ୍ନତ, ମନ୍ନତ ଯିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲା ଜାମିନ୍ । ଆସନ୍ତାକାଲି ପ୍ରକାଶ ପାଇବ ବେଲ ଅର୍ଡର । ତାଙ୍କୁ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୩ ଦିନର ମାରାଥର ଜେରା ପରେ ମିଳିଛି ଜାମିନ୍ । ଶାହାରୁଖ ଖାନଙ୍କ ମନ୍ନତ ପୂରଣ…

ହ୍ୱାଟ୍ସଆପ ଚାଟ ଖୋଲିବ ଆର୍ୟନଙ୍କ ଗୁମର

ମୁମ୍ବାଇ: ବଢ଼ୁଛି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ମାମଲା । ବାରମ୍ବାର ଶୁଣାଣି ହେବା ପରେ ମଧ୍ୟ ଆର୍ୟନଙ୍କୁ ମିଳିନି ବେଲ । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଏହି ଷ୍ଟାର କିଟଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର…

ଅନନ୍ୟାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟର ଅଫର

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ…

ଜାଣନ୍ତୁ ଏନସିବି ଫୋକସରେ ଥିବା ଅନନ୍ୟା ପାଣ୍ଡେଙ୍କ ବିଳାଶମୟ ଜୀବନୀ

ମୁମ୍ବାଇ: ବଉିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଏନସିବି ଫୋକସରେ । ଆର୍ୟନଙ୍କ ଡ୍ରଗ୍ସ ମାମଲାରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତକାଲି ତାଙ୍କ ଘରେ ଏନସିବିର ଏକ ଟିମ୍ ପହଞ୍ଚି ପଚରାଉଚରା କରୁଥିଲା । ତେବେ ୨୨ ବର୍ଷୀୟା ଅନନ୍ୟା ବିତାଉଛନ୍ତି ବିଳାଶମୟ ଜୀବନ । ସେ ଏକ…

୧୩ରେ ଆର୍ୟନଙ୍କ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍ରେ ରହିବେ ଆର୍ୟନ୍। ମୁମ୍ବାଇ ସେସନ୍ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ୟ୍ୟନ୍ତ ଆର୍ୟ୍ୟନ…

ସତ ମାନିଲେ ଆର୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଶେଷରେ ସତ ମାନିଛନ୍ତି। ଏନ୍‌ସିବି ଆଗରେ ଚରସ ସେବନ କରୁଥିବା ନେଇ ସେ ନିଜେ ସ୍ବୀକାର କରିଛନ୍ତି। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ। ଏନେଇ ଏନ୍‌ସିବି ଏକ ରିପୋର୍ଟରେ ସ୍ପଷ୍ଟ…

ଡ୍ରଗ୍ସ ପାର୍ଟି ମାମଲା; ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭

ମୁମ୍ବାଇ: ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ମାମଲାରେ ବଲିଲଉ୍‌ ଷ୍ଟାର୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସହ ୭ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଡ୍ରଗ୍ସ ଜବତ ମାମଲାରେ ଏନସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ…

ଡ୍ରଗ୍ସ ମାମଲାରେ ଭବାନୀପାଟଣାରେ ୨ଦିନରେ ୮ ଗିରଫ

ଭବାନୀପାଟଣା: ଲକଡାଉନରେ ବଢ଼ୁଛି ନିଶା କାରବାର । ୨ଦିନରେ ଭବାନୀପାଟଣା ସହରରୁ ୮ଜଣ ଗିରଫ । ଏସ୍ପିଙ୍କ ନିର୍ଦେଶ କ୍ରମେ ସହରରେ ଡ୍ରଗ୍ସ କାରବାର ରୋକିବା ପାଇଁ ଭବାନୀପାଟଣା ପୁଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଗତ ୨ ଦିନ ମଧ୍ୟରେ ପୁଲିସ ବ୍ରାଉନସୁଗାର ସମେତ ଅନ୍ୟା ଡ୍ରଗ୍ସ ଜବତ…