ଚିନ୍ତାରେ ଚାଷୀ: ବେତନଟୀ ରେଞ୍ଜରେ ପଶିଲେ ୩୮ଟିକିଆ ହାତୀପଲ
ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧୀନରେ ହାତୀ ସ୍ଥାନୀୟ ଜନସାଧାରଣଙ୍କର ମୁଣ୍ଡବିଧାର କାରଣ ପାଲଟିଛି। ଭିନ୍ନଭିନ୍ନ ସମୟରେ ବେତନଟୀ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲକୁ ଆଧାର କରି ହାତୀପଲ ପଶି ଆସିବା ସହ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ପଶି ବ୍ୟାପକ ଧନଜୀବନ ନଷ୍ଟ କରିବା…