Odia News Portal
Browsing Tag

elephant

ଅପରେସନ ପରେ ବି ଖାଉନି ଖାଦ୍ୟ, ମୃତ୍ୟୁ ସହ ଲଢୁଛି ୫ ବର୍ଷର ହାତୀ ଛୁଆ

ମୃତ୍ୟୁ ସହ ଲଢେଇ କରୁଛି ହାତୀ ଛୁଆ । ଶିକାରୀ ମାନେ ବନ୍ୟଜନ୍ତୁ ଶିକାର ପାଇଁ ପକାଇଥିବା ବମ ଖାଇଦେବାରୁ ହାତୀ ଛୁଆର ଜୀବନ ଏବେ ସଂକଟରେ । ଓଏୟୁଟିର ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ହାତୀଛୁଆର ଅପରେସନ କରି ଯାଇଥିଲେ ମଧ୍ୟ ଖାଦ୍ୟ ଖାଉନଥିବାରୁ ଏହି ହାତୀଛୁଆର ଜୀବନ ଏବେ ସଂକଟରେ ପଡିଯାଇଛି ।…

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୁନ୍ଦରଗଡରେ ଦନ୍ତା ହାତୀ ଆତଙ୍କ । ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧଙ୍କ ନାଁ କିରଣ ଡୁଙ୍ଗଡୁଙ୍ଗ । ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା ଛୁରୀଚୋକା ଗାଁରେ ତାଙ୍କ ଘର । ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା…

ହାତୀ ଦାନ୍ତ ଜବତ

ପଦ୍ମପୁର: ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ ହୋଇଛି । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକଠାରେ, ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉକ୍ତ…

୨ ଜୀବନ ଗଲା ପରେ ଶେଷରେ ଉଦ୍ଧାର ହେଲା ହାତୀର ମୃତଦେହ

କଟକ: ଅପରେସନ ଗଜରାଜ । ହାତୀକୁ ଉଦ୍ଧାର କରିବାକୁ ଯାଇ ୨ ଜଣଙ୍କ ଜୀବନ ଯାଇଛି । ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ଆଉ ଶେଷରେ ଯେଉଁ ଦନ୍ତାକୁ ଉଦ୍ଧାର କରିବା ଲାଗି ସେମାନେ ଯାଇଥିଲେ ଆଜି ସେ ଦନ୍ତା ମଧ୍ୟ ଜୀବନ୍ତ ଉଦ୍ଧାର…

ଅପରେସନ ହାତୀ: ଓଡ୍ରାଫ ବୋଟ୍ ଓଲଟିଲା

କଟକ: ଅପରେଶନ ଗଜ ଉଦ୍ଧାର ବେଳେ ଅଘଟଣ। ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ୍ ବୋଟ୍ ଓଲଟି ପଡିଛି। ହାତୀକୁ କୂଳକୁ ଘଉଡାଇବା ବେଳେ ପାଣି ସ୍ରୋତରେ ରବର ବୋଟ୍ଟି ଓଲଟି ପଡିଛି। ଓଡ୍ରାଫ୍ ଟିମ୍ରେ ଥିବା ୬ ରୁ ୭ ଜଣ ସଦସ୍ୟ ପ୍ରଖର ପାଣି ସ୍ରୋତରେ ଭାସି ଯାଇଛନ୍ତି। ଖବର…

ଜୀବନ ସହ ସଂଘର୍ଷ କରୁଛି ଦନ୍ତା

କଟକ: ମୁଣ୍ଡଳୀ ବ୍ରିଜ୍ରେ ଫସି ଯାଇଛି ଦନ୍ତା ହାତୀ। ଆଠଗଡ଼ ବନଖଣ୍ଡ ଅଧୀନରେ ଆସୁଥିବା ମୁଣ୍ଡଳୀ ଅଞ୍ଚଳରେ ଶୁକ୍ରବାର ସକାଳେ ୧୮ ଟିକିଆ ହାତୀ ପଲ ନଦୀ ପାର ହେଉଥିବା ବେଳେ ମହାନଦୀର ବନ୍ୟାଜଳରେ ଭାସି ଆସିଥିଲେ। ତେବେ ଅନ୍ୟ ହାତୀମାନେ ରକ୍ଷା ପାଇ କୂଳକୁ ଯାଇଥିବା ବେଳେ ଏକ ଦନ୍ତା ହାତୀଟି…

ଧାନ ଜଗିବାକୁ ଯାଇଥିବା ଚାଷୀକୁ ବିଲରେ ଦଳିଦେଲା ଦନ୍ତା

ଚାଷୀଙ୍କୁ ଦଳିଦେଲା ଦନ୍ତା । ଏଭଳିଆ ଘଟିଛି ଢେ଼ଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗାଁରେ ।ଗତକାଲି ରାତିରେ ଧାନ ଜଗିଥିବା ଚାଷୀଙ୍କୁ ଦଳିଦେଲା ଦନ୍ତା । ମୃତକ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ । କୁମ୍ଭୀରପଶି…

ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

କେନ୍ଦୁଝର: ପୁଣି ହାତୀ ଆତଙ୍କ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ କଚାଡି ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ…

ଭାଇରାଲ୍ ହେଉଛି ହାତୀର ବବ୍-କଟ୍ ହେୟାର୍ ଷ୍ଟାଇଲ୍

ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ତାମିଲନାଡୁର ଗୋଟିଏ ହାତୀର ଫଟୋ । ଫଟୋରେ ହାତୀର ହେୟାର ଷ୍ଟାଇଲକୁ ନେଇ ଖୁବ ଚର୍ଚ୍ଚା । ସେନଗାମାଲମ ନାମ ଏହି ହାତୀ ମୋନ୍ନାରଗୁଡି ସହରର ରାଜଗୋପାଳସ୍ୱାମୀ ମନ୍ଦିରରେ ରହେ । ହାତୀର ଚୁଟି ଚର୍ଚ୍ଚାର ବିଷୟ ପାଲଟିଛି । ହାତୀର ଫାଟି ଇଣ୍ଡିଆନ ଫରେଷ୍ଟ…

ଡିଜେ ଶୁଣି ଡେଇଁଲା ହାତୀ , କଲା ଏମତି କାମ , ଦେଖନ୍ତୁ ଭିଡିଓ

ବାରିପଦା() ବବଲୁ ମଚାଇଲା ଉନ୍ମତ୍ତକାଣ୍ଡ। ବବଲୁ କବଳରୁ ରକ୍ଷା ପାଇବା ପାଇଁ ପର୍ୟ୍ୟଟକଙ୍କ ମଧ୍ୟରେ ହାଲ୍ଲାଚିଲ୍ଲା।ପିଲାଛୁଆଙ୍କୁ ସାଙ୍ଗରେ ଧରି ବଣଭୋଜିର ମଜା ଉଠାଇବା ପାଇଁ ଆସିଥିବା ପର୍ୟ୍ୟଟକ ଛାନିଆ। ଜୀବନ ବଞ୍ଚାଇବା ପାଇଁ ଧାଁ ଦୌଡ଼ କରି ହେଲେ ଖାଣ୍ଡିଆ ଖାବରା। ବବଲୁ ର ଏଭଳି ଅତର୍କିତ…