Odia News Portal
Browsing Tag

guidline

କେମିତି ଚିହ୍ନିବେ ସବୁଜ ବାଣ

ଦିନକ ପରେ ଦୀପାବଳି । ବାଣ ଫୁଟାଇବାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାକୁ ଦୂର କରିଛନ୍ତି ହାଇକୋର୍ଟ । ଏହା ପରେ ଦୀପାବଳି, ଛଟପୂଜା ଓ କାର୍ତିକପୂର୍ଣ୍ଣିମା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି । ଏହି ସମୟରେ କେବଳ ସୁବଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍ୟ…

ଚାରିଧାମ ଯାତ୍ରା ଆଜିଠୁ ଆରମ୍ଭ , କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ

ବହୁପ୍ରତିକ୍ଷୀତ ଚାରିଧାମ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳୀ ପାଇଁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ଭିତରର କୋଭିଡ ରିପୋର୍ଟ ସାଥୀରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଶୁକ୍ରବାର ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। …

ସେପ୍ଟେମ୍ବର ମାସ ପାଇଁ କୋଭିଡ କଟକଣା କୋହଳ, ବିବାହ ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମୋଟ ୨୫୦ ଜଣଙ୍କୁ ଅନୁମତି

ସେପ୍ଟେମ୍ବର୧ ତାରିଖଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କୋଠିଡ ଗାଇଡଲାଇନ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ କୋହଳ କରିଛନ୍ତି କଟକଣା । ଏପରିକି ପୁର୍ବରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ଲାଗି ରହିଥିବା ସପ୍ତାହନ୍ତ ସଟ୍‌ଡାଉନକୁ ଉଠାଇ…

ପାର୍ବଣ ଋତୁରେ ବଳବତ୍ତର ରହିବ କୋଭିଡ କଟକଣା,ଉଠିଲା ସପ୍ତାହନ୍ତ ସଟ୍‌ଡାଉନ

ସେପ୍ଟେମ୍ବର୧ ତାରିଖଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟର କୌଣସି ସ୍ଥାନରେ ରହିବନି ସପ୍ତାହନ୍ତ ସଟ୍‌ଡାଉନ । ଏହି ସମୟରେ ସମସ୍ତ ପୌରଞ୍ଚାଳ ମାନଙ୍କରେ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟ ଜାରି…

ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍‌

ଆଜି ଆସିବାକୁ ଯାଉଛି ସେପ୍ଟେମ୍ବର ମାସର ଗାଇଡଲାଇନ୍ ଯାହା ଉପରେ ସମସ୍ତ ଙ୍କ ନଜର ରହିଛି । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର । ଆଗକୁ ପାର୍ବଣ ଆସୁଥିବାରୁ ଏହା ପାଇଁ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରାଯାଇପାରେ । ଆଗକୁ ସମ୍ଭାବ୍ୟ…

ଧର୍ମାନୁଷ୍ଠାନ ଖୋଲିବା ନେଇ ଗାଇଡ୍ ଲାଇନ୍ ଜାରି କଲା ବିଏମସି

ଆସନ୍ତା ସେପ୍ଟେମ୍ବର ମାସରୁ ବିଏମସି ଅଞ୍ଚଳରେ ଖୋଲିବାକୁ ଯାଉଛି ଧର୍ମାନୁଷ୍ଠାନ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ବିଏମସି ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ଟିକେ ଡେରିରେ ନିଷ୍ପତି ନେଇଥିଲା । ତେବେ…

ଗାଇଡଲାଇନରେ ଯାତ୍ରାକୁ ଅନୁମତି ଦେଲେ ସରକାର

ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ସରକାର  । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା  । ଏଥର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ମିଳିଛି  । ପୁଣି ଯାତ୍ରା ପେଣ୍ଡାଲରେ ଜଳିବ ଆଲୁଅ  । କଳାକାରମାନେ ମେକଅପ୍ ନେଇ ପୁଣି ଯାତ୍ରା ପରିବେଷଣ କରିବେ  । କଟକଣା ମଧ୍ୟରେ…